ଆଜି ତା୦୪/୧୨/୨୦୨୫ରିଖ ଓଡ଼ିଶା ପ୍ରଦେଶ କିସାନ କଂଗ୍ରେସ ର ପୁରୀ ଜିଲ୍ଲା ଶାଖା ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଙ୍କ ଉଦେଶ୍ୟ ରେ ଚାଷୀ, ଚାଷ ଓ ଭାଗଚାଷୀଙ୍କର ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲାପାଳ, ପୁରୀ ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଗଲା ।
ସରକାର ଯାହା ପ୍ରଚାର କୃଷି ପ୍ରଧାନ ରାଜ୍ୟ ଓଡିଶାରେ ଖରିଫ୍ ଧାନ ଅମଳ ପ୍ରାୟ ଶେଷ ପର୍ଯ୍ୟାୟରେ । ମଣ୍ଡି ଖୋଲିବା ପ୍ରକ୍ରିୟା ଆରମ୍ଭ ହେଉଥୁବା ବେଳେ ମିଲର ଓ ସରକାରଙ୍କ କଳି ପଦାକୁ ଆସିଛି । ଏହା କଳି ନା କୋଳାକୋଳି ଚାଷୀ ସନ୍ଦେହ ପ୍ରକାଶ କରିଛି । ସବୁ ଦିଗରୁ ଚାଷୀ ଏ ସରକାର ସମୟରେ ଏକ ଗମ୍ଭୀର ପରିସ୍ଥିତି ମଧ୍ୟରେ କାଳ କାଟୁଛି । ସରକାର ଯାହା ପ୍ରଚାର କରୁଛନ୍ତି ତାହାର ଓଲଟା ଘଟୁଛି।
ଚେଣୁ ପ୍ରଦେଶ କିଷାନ କଂଗ୍ରେସ ଦାବୀ କରୁଛି ଯେ ଉଭୟ ସରକାରୀ ଓ ବିରୋଧୀ ଦଳର ମାନ୍ୟବର ସଦସ୍ୟମାନେ ଏକ ହୋଇ ଚାଷ,ଚାଷୀ ଓ ଭାଗଚାଷୀ ମାନଙ୍କର । ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ।
କିଷାନ କଂ କଂଗ୍ରେସର ଉପଲବ୍ଧି-ତଗୋଟି ଦାବୀ ପୁରଣ ହେଲେ ଚାଷୀ ସମସ୍ୟାମୁକ୍ତ ହୋଇ ପାରିବ । ନହେଲେ କ୍ରମବର୍ଦ୍ଧିଷ୍ଣୁ ନିମ୍ନ କେତେଗେ ଅସନ୍ତୋଷ ଆ ଆନ୍ଦୋଳନର ରୂପ ନେବ।
୧. ବିନା କଟଣୀ ଛଟଣି ଓ ବିନା ମାନ ନିର୍ଦ୍ଧାରଣରେ ସରକାର ଚାଷୀ ଓ ଭାଗ ଚୀଷ ତୀଷୀଙ୍କର ସମସ୍ତ ବଳକା ଧାନ
୨. ଫସଲ ବୀମାରେ ଥିବା ସମସ୍ତ ଅସଙ୍ଗତି ଦୂର କରି ଚାଷୀ ପରିବାରକୁ ସ୍ବାସ୍ଥ୍ୟ ହ୍ୟ ବିମାଭୁକ୍ତ କରନ୍ତୁ I
୩. ୫୫ବର୍ଷ ପରେ ଚାଷୀ ଓ ରାଗ ଚାଷୀଙ୍କୁ ମାସିକ ୧୦,୦୦୦ଟଙ୍କା ଭତ୍ତା ପ୍ରଦାନ କ କରନ୍ତୁ I
୪. ନୂଆହାଟ ସ୍ଥିତ ପାନ ମଣ୍ଡିର ଇ-ନିଲାମ ପ୍ରକ୍ରିୟାକରଣକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରାଯାଉ ।
ଆଜିର କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ବରେ କିଷାନ କଂଗ୍ରେସ ର ଜିଲ୍ଲା ଅଧ୍ୟକ୍ଷ ସ୍ମୃତି ରଂଜନ ସ୍ବାଇଁ ଙ୍କ ତତ୍ବାବଧାନରେ ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ଉମାକାନ୍ତ ବରାଳ, ବିଶ୍ବନାଥ ଦାଶ, ଅବିନାଶ ମିଶ୍ର, ରଜତ କୁମାର ସାହୁ, ତୁଷାରକାନ୍ତ ନାୟକ, କୃଷ୍ଣଚନ୍ଦ୍ର ଦାଶ, ଅର୍ଜୁନ ସାହୁ, ସୌମ୍ୟକାନ୍ତ ପ୍ରଧାନ, ପ୍ରକାଶ କୁମାର ପ୍ରଧାନ, ଜିବେଶ ଚନ୍ଦ୍ର ରଥ, ପବିତ୍ର ମୋହନ ସାହୁ, ଉମାକାନ୍ତ ବେହେରା, ସୁରେନ୍ଦ୍ର ପାଇକରାୟ, ରଂଜିତ କୁମାର ପଟ୍ଟନାୟକ, ସୁଧାକର ଦଳେଇ, ଦେବାଶିଷ ସାହୁ, ଭଗବାନ ଦଳେଇ, ପ୍ରଦିପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।











