Home / ମୁଖ୍ୟ ଖବର / ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ, ପୁରୀ ପକ୍ଷରୁ  ଶୀତବସ୍ତ୍ର ବଣ୍ଟନ କରାଗଲା 

ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ, ପୁରୀ ପକ୍ଷରୁ  ଶୀତବସ୍ତ୍ର ବଣ୍ଟନ କରାଗଲା 

whatsapp image 2025 12 17 at 8.06.41 pm

ପୁରୀ: ୧୭/୧୨/୨୦୨୫ – ପୁରୀ ଜିଲ୍ଲା ,ସଦରବ୍ଲକ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କହ୍ନେଇ ବିଦ୍ୟାଧର ପୁର ପଞ୍ଚାୟତ ଭୋଇ ସାହି ରେଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ, ପୁରୀ ପକ୍ଷରୁ  ଶୀତବସ୍ତ୍ର ବଣ୍ଟନ କରାଗଲା ପକ୍ଷରୁ  ଶୀତବସ୍ତ୍ର ବଣ୍ଟନ କରାଗଲା।ମୋର ପ୍ରିୟ ପୁରାତନ ଛାତ୍ର ତଥା ତଥା ରାଜନେତା ଗୌଡ଼କେରା ପଞ୍ଚାୟତ ର ସରପଞ୍ଚ ଶ୍ରୀମାନ ରମେଶ କୁମାର ପ୍ରଧାନ, ଲକ୍ଷ୍ମଣ ପ୍ରଧାନ ଟ୍ରଷ୍ଟ ର ସମ୍ପାଦିକା ଅନ୍ନପୂର୍ଣ୍ଣା ପାଣି, ସ୍ଥିତ ପ୍ରଜ୍ଞା ଜେନା,ଶ୍ରୀ ଜଗନ୍ନାଥ ମନ୍ଦିର ର ବରିଷ୍ଟ ସେବାୟତ ଦୋଳ ଗୋବିନ୍ଦ ପଣ୍ଡା, ଅନୁଷ୍ଠାନ ର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।

image
image

ଶୀତବସ୍ତ୍ର ନିମନ୍ତେ ସହଯୋଗ କରିଥିବା ସମସ୍ତ ବନ୍ଧୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।ଆଗାମୀ ଦିନରେ ଯେଉଁମାନେ କମ୍ବଳ ଦେବା ପାଇଁ ଇଚ୍ଛା କରିବେ ଯୋଗାଯୋଗ କରିବେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply