Home / ମୁଖ୍ୟ ଖବର / ବାଲୁକା କଳା ରେ ବିଶ୍ୱ କୁ Happy New Year 2026 ର ଶୁଭେଚ୍ଛା

ବାଲୁକା କଳା ରେ ବିଶ୍ୱ କୁ Happy New Year 2026 ର ଶୁଭେଚ୍ଛା

img 20260101 wa0000

ପୁରୀ : ୩୧/୧୨/୨୦୨୫ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ନୂତନ ବର୍ଷ କୁ ସ୍ୱାଗତ କରି ସାରା ବିଶ୍ୱ କୁ ଇଂରାଜୀ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଛନ୍ତି |ସେ ତାଙ୍କ ବାଲୁକା କଳା ରେ ବିଶ୍ୱ କୁ Happy New Year 2026 ର ଶୁଭେଚ୍ଛା ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି | ଇଂରାଜୀ ନୂତନ ବର୍ଷ ସମସ୍ତ ଙ୍କ ଜୀବନ ରେ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହେଉ | ଏବଂ ସାରା ବିଶ୍ୱ ରେ ଶାନ୍ତି ର ପ୍ରତିଷ୍ଠା ହେଉ | ପ୍ରଭୁ ଜଗନ୍ନାଥ ଙ୍କ କୃପାରେ ସମସ୍ତେ ସୁସ୍ଥ ଏବଂ ସୁଖୀ ରୁହନ୍ତୁ |ଏହି ବାଲୁକା କଳା ଟି ୧୫ ଫୁଟ ଓସାର ବିଶିଷ୍ଟ | ଏଥିରେ 7 ଟନ ବାଲି ଉପଯୋଗ କରା ଯାଇଛି | ଏହାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା

SPREAD YOUR LOVE WITH YOUR FRIENDS AND FAMILY

Leave a Reply