Home / ମୁଖ୍ୟ ଖବର / ତପସ୍ୟା ଶିଶୁ ଗୃହରେ ଥିବା ଅସହାୟ ଛାତ୍ରଛାତ୍ରୀ ମାନଙ୍କୁ ପହିଲି ପ୍ରସାଦ ବଣ୍ଟନ ।

ତପସ୍ୟା ଶିଶୁ ଗୃହରେ ଥିବା ଅସହାୟ ଛାତ୍ରଛାତ୍ରୀ ମାନଙ୍କୁ ପହିଲି ପ୍ରସାଦ ବଣ୍ଟନ ।

img 20260103 wa0004

ନୟାଗଡ଼, ତା-୩.୧.୨୬ରିଖଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ।ନୟାଗଡର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ଠାରେ ପ୍ରତ୍ୟୁଷରୁ ଭୋଗ ଲାଗି ହେଉଥିବା ପହିଲି ପ୍ରସାଦ ସ୍ଥାନୀୟ ତପସ୍ୟା ଶିଶୁ ଗୃହରେ ପାଠ ପଢୁଥିବା ଅସହାୟ ଛାତ୍ର ଛାତ୍ରୀମାନଙ୍କୁ ରୋଟାରି କ୍ଳବ ଏକ୍ସିଲେନସି ପକ୍ଷରୁ ବଣ୍ଟନ କରାଯାଇଛି । ଶିଶୁ ଗୃହର ପରିଚାଳନା କମିଟି ସଭାପତି ଉଷା ପଟ୍ଟନାୟକଙ୍କ ସମେତ, ଶିକ୍ଷକଶିକ୍ଷୟିତ୍ରୀ, ତତ୍ୱାବଧାରକ, ନୟାଗଡ଼ ଏକ୍ସିଲେନସି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ସଂଗ୍ରାମ ଗୁମାନ ସିଂ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଆଇନଜିଵୀ ରଣ ଜିତ ଦାସ ପ୍ରମୁଖ ପ୍ରସାଦ ସେବନରେ ସାମିଲ ହୋଇଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply