Home / ମୁଖ୍ୟ ଖବର / ମହାମହିମ ରାଷ୍ଟ୍ରପତିଙ୍କୁ ନିଜ କଳା ଦ୍ବାରା ସ୍ବାଗତ ଜଣାଇଛନ୍ତି ବାଲୁକା ସ୍ୟାଣ୍ଡ ଆନିମେଟର ମାନସ ସାହୁ

ମହାମହିମ ରାଷ୍ଟ୍ରପତିଙ୍କୁ ନିଜ କଳା ଦ୍ବାରା ସ୍ବାଗତ ଜଣାଇଛନ୍ତି ବାଲୁକା ସ୍ୟାଣ୍ଡ ଆନିମେଟର ମାନସ ସାହୁ

ପୁରୀ : ୦୨/୦୨/୨୦୨୬ – ମହାମହିମ ରାଷ୍ଟ୍ରପତି ଦେଶ ର ପ୍ରଥମ ନାଗରିକ ଓଡିଶା ରେ ଥିବା ଚାରିଧାମ ମଧ୍ୟ ରୁ ଅନ୍ୟତମ ଜଗନ୍ନାଥ ମନ୍ଦିର ଏବଂ ପୁରୀ ରେ ଥିବା ଶ୍ୱେତଗଙ୍ଗା ରେ ଶ୍ରାଦ୍ଧ ପ୍ରଦାନ କରିବାକୁ ଆସୁଛନ୍ତି| ତାଙ୍କ ର ପୁରୀ ଗ୍ରସ୍ତ ଏବଂ ପ୍ରଭୁ ଙ୍କ ପାଖରେ ପ୍ରାର୍ଥନା କୁ ଅତି ସୁନ୍ଦର ନିଖୁଣ ଭାବରେ ନିଜ ବାଲୁକା ସ୍ୟାଣ୍ଡ ଆନିମେସନ ରେ ଚିତ୍ରଣ କରିଛନ୍ତି ବିଶ୍ୱ ବିଖ୍ୟାତ ବାଲୁକା ସ୍ୟାଣ୍ଡ ଆନିମେଟର ମାନସ ସାହୁ | ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବାକୁ ମାନସ ଙ୍କୁ ୨ଘଣ୍ଟା ସମୟ ଲାଗିଥିଲା| ଏଥିରେ ସେ Welcome to Puri, Odisha ର ବାର୍ତ୍ତା ଦେଇଛନ୍ତି |

SPREAD YOUR LOVE WITH YOUR FRIENDS AND FAMILY

Leave a Reply