Home / ମୁଖ୍ୟ ଖବର / ଘୋଡା ବଜାର ସରସ୍ୱତୀ ଶିଶୁ ମନ୍ଦିର ରେ ମେଧାବୀ ଅଭିନନ୍ଦନ ୨୦୨୬

ଘୋଡା ବଜାର ସରସ୍ୱତୀ ଶିଶୁ ମନ୍ଦିର ରେ ମେଧାବୀ ଅଭିନନ୍ଦନ ୨୦୨୬

ଅଦ୍ୟ ତା ୨୩.୦୫.୨୬ ରିଖ (ଶନିବାର) ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଦ୍ୱାରା ପରିଋଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଘୋଡ଼ାବଜାର, ପୁରୀର ଚଳିତ ବର୍ଷ ୧୦ମ ଶ୍ରେଣୀ ବୋର୍ଡ଼ ଏବଂ ଦ୍ଵାଦଶ ଶ୍ରେଣୀ (+୨ ବିଜ୍ଞାନ ) ପରୀକ୍ଷାରେ ବିଦ୍ୟାଳୟ ସ୍ତରରେ A1 ଓ A2 ସ୍ଥାନରେ ରହି ସଫଳତା ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅପରାହ୍ଣ ୪ ଘଟିକା ସମୟରେ ବିଦ୍ୟାଳୟ ପରିସରରେ ପରିପ୍ପଳନା ସମିତିର ସଭାପତି ଡଃ ଅଭିମନ୍ୟୁ ଭୂୟାଁଙ୍କ ଅଧ୍ୟକ୍ଷତାରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଓ ପୁରସ୍କାର ପ୍ରଦାନ ନିମନ୍ତେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ (ପୂର୍ବତନ ବିଧାୟକ, ପୁରୀ), ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ନରେନ୍ଦ୍ର ଡ଼ାଗା (ଅଧ୍ଯକ୍ଷ କ୍ରୀ କ୍ରୀଷ୍ଣା ଡ଼ାଗା ୟୁରିଟେବୁଲ ଟ୍ରଷ୍ଟ) ମୁଖ୍ୟ ବକ୍ତା ରୂପେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଦସ୍ୟ ଶ୍ରୀଯୁକ୍ତ ପ୍ରଫୁଲ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ଥିଲେ । ସ୍ଥାନୀୟ ପରିପ୍ପଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ଅରବିନ୍ଦ ଶତପଥୀ

ଅତିଥିଙ୍କ ପରିଋୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । । ବିଦ୍ୟାଳୟର ପ୍ରଧାନଶ୍ଚର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ ପ୍ରଧାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଧାନ କରିଥିଲେ । ଏହି ଅବସରରେ ମୁଖ୍ୟ ଆଠିକା କହିଥିଲେ ବର୍ତମାନର ଶିଶୁ ତଥା ଆଗାମୀ ଭବିଷ୍ୟତ ପାଇଁ ଏଭଳି ରାଷ୍ଟ୍ରୀୟ ଶିକ୍ଷା ପ୍ରଣାଳୀର ବିକାଶ କରିବାକୁ ହେବ ଦୁତ୍ବନିଷ୍ଠ ଏବଂ ବଂ ରାଷ୍ଟ୍ରଭକ୍ତିରେ ଓତପ୍ରୋତ ତଥା ଶାରୀରିକ, ପ୍ରାଣିକ, ମାନସିକ, ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ପୂର୍ଣ ଢ଼ି ନିର୍ମିତ ହେବ ଯିଏ ଜୀବନର ବର୍ତମାନ ଆହ୍ବାନଗୁଡ଼ିକର ସଫଳତା ପୂର୍ବକ ମୁକାବିଲା କରିପାରିବ । ଏହି ବିଦ୍ୟାଳୟର ସପ୍ତମ ଶ୍ରେଣୀ ଠାରୁ ଦ୍ବାଦଶ । ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିଶୁ ତଥା ସେମାନଙ୍କର ଅଭିଭାବକଙ୍କ ଦ୍ବାରା ଉତ୍ସାହ Tata ◌ ନଇ ଆଗାମୀ ଶିକ୍ଷାବର୍ଷର ନୂତନ ପିଢ଼ୀ ନିମନ୍ତେ ଶିଶୁମ ଶିଶୁମାନଙ୍କ ମନରେ ଉତ୍ସାହ ଭରିଧେଇଥିଲା । ଏହି ଅବସରରେ ପୁରୀ ସଙ୍କୁଳ ପ୍ରମୁଖ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ, ପୁରୀ ଜିଲ୍ଲା ସହ ପ୍ରମୁଖ ଦୀନବନ୍ଧୁ ତ୍ରିପାଠୀ ତଥା ବିଦ୍ୟାଳୟ ପରିପ୍ପଳନା ସମିତିର ସମସ୍ତ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । ପରିଶେଷରେ ସଭାପତିଙ୍କ ଅଭିଭାଷଣ ପରେ ପରେ (+୨ ବିଜ୍ଞାନ) ଜ୍ଞାନ ମନ୍ଦିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରବିନ୍ଦ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ ଗୁରୁଜୀଗୁରୁମା ଓ । ସେବକ ସେବୀକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply