Home / ମୁଖ୍ୟ ଖବର / ପରିବେଶ* ସୁରକ୍ଷା ରେ ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ,ର ବୃକ୍ଷ ରୋପଣ

ପରିବେଶ* ସୁରକ୍ଷା ରେ ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ,ର ବୃକ୍ଷ ରୋପଣ

Puri  ଅନ୍ନପୁର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ puri    ବ୍ରହ୍ମଗିରି ବ୍ଲକ କପିଳେଶ୍ୱର ପୁର ପଞ୍ଚାୟତ ର ତିନିକୁଦି ଗ୍ରାମରେ ଗ୍ରାମବାସୀ ଙ୍କ ସହଭାଗିତାରେ ବିଭିନ୍ନ ଜଙ୍ଗଲ ଜାତ ବୃକ୍ଷ,ଔଷଧୀୟ ଗଛ ସହ ଫଳ ଗଛ ସମୁଦାୟ 2000ଗଛ ପୂଜନ ସହ ରୋପଣ କରାଗଲା। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସରପଞ୍ଚ ଦୀନବନ୍ଧୁ ମଚୁଆ,  ଭାରତୀୟ  ଜନତା  ପାର୍ଟି ର ବରିଷ୍ଠ   ପଠାଣି ଜେନା ତରୁଣ କବି ଦାମୋଦର ପରିଡ଼ା ,ପ୍ରତାପ ଦାସ, ଦୁନିଆ ସ୍ୱାଇଁ ସହ ସମସ୍ତ ଗ୍ରାମ ବାସୀ ବୃନ୍ଦ ଙ୍କ ସହ ଟ୍ରଷ୍ଟ ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ବୃକ୍ଷ ପୂଜନ କରିବା
ପରେ ରୋପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply