ନୟାଗଡ଼, ତା-୨୬.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ବେଟି ବଚାଓ ବେଟି ପଢାଓ BBBP ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶିବ...
କଟକ , ତା- ୨୭.୯.୨୫ରିଖ -ନି:ପ୍ର – କଟକ ବାରବାଟି ଦୁର୍ଗ ସ୍ଥିତ ପ୍ରସିଦ୍ଧ ମାଆ ଗଡ଼ଚଣ୍ଡୀଙ୍କ ମନ୍ଦିର ପ୍ରାଙ୍ଗଣରେ ଆଧ୍ଯାତ୍ମିକ ଚେତନା ପରିଷଦ ତରଫରୁ ସ୍ବାଧ୍ୟାୟ କାର୍ଯ୍ୟକ୍ରମ ସହିତ ଏକ ଭକ୍ତିମୟ ପରିବେଶରେ ମାଆଙ୍କର ପୂଜାର୍ଚ୍ଚନା ...
କାକଟପୁର ତା ୨୮/୯,(ତୁଷାର ଦୀକ୍ଷିତ )ପୁରୀଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କର ଶାରଦୀୟ ପାର୍ବଣ ପୂଜା ମହାସମାରୋହରେ ପାଳିତ ହୋଇ ଆସୁଛି l ନବପତ୍ରିକା ଠାରୁ ମା ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯିବା ସହିତ ଆଜି ସପ୍ତମ...
କାକଟପୁର, ତା ୨୭/୯ (ତୁଷାର ଦୀକ୍ଷିତ )ପୁରୀ ଜିଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ମା ମଙ୍ଗଳା ଙ୍କୁ ଆଦ୍ୟାଶକ୍ତି ଭାବେ...
ପୁରୀ: ୨୭/୯/୨୦୨୫- ଆଜି ତା ୨୭ ସେପ୍ଟେମ୍ବର ୨୦୨୫ ରିଖ ଦିନ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ରେଳଷ୍ଟେସନ ସମ୍ମୁଖରେ ଆଶ୍ବସ୍ତି ଫାଉଂଡେସନ ଟ୍ରଷ୍ଟର କର୍ମକର୍ତା ମାନେ ପର୍ଯ୍ୟଟକ ମାନଙ୍କୁ ପୁଷ୍ପ ଦେଇ ଖୁବ ସୁନ୍ଦର ଏବଂ ଶୃଙ୍ଖଳିତ ଭାବେ ଏ...
ପୁରୀ -ତା୨୭/୦୯ -ଓଡିଶା ସରକାର ୭୫ ଜଣ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ଏକ ଐତିହାସିକ ସିଦ୍ଧାନ୍ତ। ଏଥିପାଇଁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ତଥା ସଚେତନଶୀଳ ନାଗରିକ ସମାଜରେ ଖୁସି ପ୍...
ପୁରୀ: ୨୭/୦୯/୨୦୨୫ – ମହାମାରୀ କୋଭିଡ ପର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଥଯାତ୍ରା ବ୍ୟତୀତ ବର୍ଷ ସାରା ସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ଦୂରଦୂରାନ୍ତରୁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ମହାପ୍ରଭୁଙ୍କ ଜନ୍ମ ସ୍ଥଳୀ ଦ...
ପୁରୀ : ୨୭/୦୯/୨୦୨୫ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଚୂଡ଼ାନ୍ତ ପେନସନ୍ ହସ୍ତାନ୍ତର ପାଇଁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମ ଥର ପାଇଁ ପୁରୀର ଟିବି ଏବଂ ଆଇଡିଏଚ୍ ର ଅବସରପ୍ରାପ୍ତ ସହକାରୀ ନର୍ସିଂ ଅଧ...
ପୁରୀ ୨୭/୯ ଆଜି ବିଶ୍ବ ପର୍ଯ୍ୟଟନ ଦିବସ। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ ପୁରୀ ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା...
ନୟାଗଡ଼, ତା-୨୬.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କଲା ପ୍ରଦେଶ କଂଗ୍ରେସ କମିଟି। ପୁଣିଥରେ କଂଗ୍ରେସର ନୟାଗଡ଼ ଜିଲ୍ଲା ସଭାପତି ଭାବେ ଆଇନଜିବୀ ତଥା ସମାଜସେବୀ ରଣଜିତ...










