Home / ଶୋକ

ଶୋକ

hospital

କାକଟପୁର – ତା ୧୯/୮ – ( ତୁଷାର ଦୀକ୍ଷିତ ) – ପୁରୀଜିଲ୍ଲା କାକଟପୁର ବ୍ଲକ ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା l ଚିକିତ୍ସା ଅବହେଳାରୁ ଜଣେ ରୋଗୀର ଜୀବନ ଚାଲିଯିବାରୁ ମେଡିକାଲ ପରିସରର...

nikhoj

କାକଟପୁର ୮/୮,-( ତୁଷାର ଦୀକ୍ଷିତ )- ମଙ୍ଗଳବାର ସନ୍ଧ୍ୟା ସମୟ ରେ ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ଏଡବାଂଶ ଗ୍ରାମ ର ଶରତ କୁମାର ସେନାପତି ଙ୍କ ୨୫ ବର୍ଷୀୟ ପୁଅ ଆଶୀଷ କୁମାର ସେନାପତି ନଦୀ କୂଳ କୁ ଶୌଚ ପାଇଁ ଯାଇଥିଲେ ଆଉ ଫେରିନଥିଲେ, ଏହି ...

ganesh

କାକଟପୁର-ତା ୬/୮/୨୦୨୪-(ତୁଷାର ଦୀକ୍ଷିତ ), କାକଟପୁର ଗଣେଷ ବଜାରର ବିଶିଷ୍ଟ ମିଷ୍ଟାନ୍ନ ବ୍ୟବସାୟୀ ନୃସିଂହ ଚରଣ ନାୟକଙ୍କ ଆଜି ସକାଳ ୭ ଘଟିକା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି l ଆଜି ସକାଳ ୭ ଘଟିକା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ ...

congress

କାକଟପୁର(ତୁଷାର ଦୀକ୍ଷିତ )ତା ୯/୭, କାକଟପୁର ବ୍ଲକ ଅଧିନସ୍ଥ କାହାଳ(ଇସମାଇଲପୁର )ଗ୍ରାମର ବ୍ଲକ କଂଗ୍ରେସର ବରିଷ୍ଠ ନେତା ଜୟକୃଷ୍ଣ ବିଶ୍ୱାଳଙ୍କ ଗତ ଶନିବାର ସନ୍ଧ୍ୟା ୭ ଘଟିକା ସମୟରେ 74 ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ...

surendra

କାକଟପୁର ତା ୫/୭,ଓଡିଶା ରାଜନୀତି ର ଭୀଷ୍ମ ପିତାମହ,ଓଡ଼ିଶା ରାଜନୀତିର ପ୍ରଜ୍ଞା ପୁରୁଷ,ମହାନ ଜନନାୟକ,ନିଷ୍କଳଙ୍କ ନେତା,ଓଡ଼ିଶା ସରକାରଙ୍କ ପୂର୍ବତନ ଉପବାଚସ୍ପତି, ପଂଚାୟତରାଜ, ରାଜସ୍ବ,ଅବକାରୀ,କୃଷି,ଗଣଶିକ୍ଷା ଓ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ...

surendranayak

ରାଜନୀତିରେ ଭୀଷ୍ମ ପିତାମହ ଥିଲେ କାକଟପୁର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ନାୟକ ପୁରୀ ଜିଲ୍ଲା ପାଇଁ ତାଙ୍କର ଅବଦାନ ଅତୁଳନୀୟ ଓ ଚିର ସ୍ମରଣୀୟ । ଭୁବନେଶ୍ଵର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହ...

sebayat2

କାକଟପୁର ତା ୨୮/୬, ମା ମଙ୍ଗଳାଙ୍କ ବରିଷ୍ଠ ସେବାୟତ ବିପିନ ବିହାରୀ ଦୀକ୍ଷିତଙ୍କର ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ କିଛି ଦିନ ହେବ ମତିଷ୍କ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ ରେ ଚିକିଶ୍ଚିତ ହେଉଥିଲେ...

panwala

କାକଟପୁର (ତୁଷାର ଦୀକ୍ଷିତ ) ତା ୧୪/୬– ଆଜି ସକାଳେ ଅସ୍ତରଙ୍ଗ – କାକଟପୁର ଅଞ୍ଚଳରୁ ଏକ ପିକପ୍ ଭ୍ୟାନ ୧୬ ଜଣ ପାନଚାଷୀଙ୍କୁ ନେଇ ପିପିଲି ପାନମଣ୍ଡିକୁ ଆସୁଥ‌ିବା ବେଳେ ଜଗନ୍ନାଥପୁରଠାରେ ଏକ ଆକସ୍ମିକ ଦୁର୍ଘଟଣା ଘଟିଥିଲା ।ଏଥିରେ ଅସ୍ତରଙ୍ଗ ଅ...

pana

କାକଟପୁର (ତୁଷାର ଦୀକ୍ଷିତ ) ତା ୧୪/୬,ଆଜି ପହିଲି ରଜ, ପ୍ରତିଟି ଓଡ଼ିଆ ମାନଙ୍କର ଏକ ନିଆରା ପର୍ବ, ରଜ ଆସିଗଲେ ପ୍ରତ୍ୟେକ ପରିବାର ରେ ଯେମିତି ଖୁସି ର ଲହରୀ ଖେଳିଯାଏ, ପିଠା ପଣା ସାଙ୍ଗକୁ ବିଭିନ୍ନ ବ୍ୟଞ୍ଜନ ରେ ପ୍ରସ୍ତୁତ ଖାଦ୍ୟ l କିନ୍ତୁ...

hep1

ସତ୍ୟବାଦୀ : ତା ୩୦.୫.୨୪ (ଶାଶ୍ଵତ ଟିଭି) – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ନିକଟସ୍ଥ ବାରବାଟୀ ଗ୍ରାମରେ ଆଜକୁ ୪ ଦିନ ତଳେ କିଛି ଲୋକଙ୍କ ଘରେ ନିଆଁ ଲାଗି ସବୁକିଛି ଜଳି ପୋଡି ପାଉଁଶ ହୋଇଯାଇଥିଲା l ଏହି ଦୁଃଖଦ ଖବର ...