ପୁରୀ ୨୩/୪ ପୁରୀ ଜିଲ୍ଲାସ୍କୁଲ ନିକଟସ୍ଥ ପୁରୁଣା ସଦର ଥାନା ଛକ ଠାରେ ଗୀତଗୋବିନ୍ଦ ର ରଚୟିତା କବି ଜୟଦେବଙ୍କ ପ୍ରତମୂର୍ତ୍ତି ଶ୍ରୀ ଜୟଦେବ ଫାଉଣ୍ଡେସନ ପକ୍ଷରୁ ଆଜି ସଂଧ୍ୟାରେ ଉନ୍ମୋଚିତ ହୋଇ ଯାଇଛି।ପ୍ରାକ୍ତନ କମିଶନର ଦିଗମ୍ବର ମହାନ୍ତି ଓ ଅ...
କାକଟପୁର : ପବିତ୍ର ଅକ୍ଷୟ ତୃତୀୟା ତିଥି ରେ ନିମାପଡ଼ା ବ୍ଲକ ବାମନାଳ ପଞ୍ଚାୟତ ଓଲମରା ତ୍ରିନାଥ ମଣ୍ଡପ ଠାରେ ସଙ୍ଗମ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ସଙ୍ଗମ ଅକ୍ଷୟ ମିଳନ ୨୦୨୩ ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ,...
ଆଜି ଅକ୍ଷୟ ତୃତୀୟା ଅବସରରେ ବିଜେପି ଦଳ ପକ୍ଷରୁ ପିପିଲି ବ୍ଲକ ଲକ୍ଷ୍ମି ନାରାୟଣ ପୁର୍ ପଞ୍ଚାୟତ ରେ ଅଖି ମୁଠି ଅନୁକୂଳ କଲେ Bollywood Super Star Mithun Chakrabarty. ସାଙ୍ଗରେ ଥିଲେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର, ପୁରୀ ଜିଲ...
୨୩.୪.୨୩ଆଜି ଓଡିଶା ଗସ୍ତ ସମୟରେ ସହିଦ୍ ଦେବାଶିଷ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ତାଙ୍କ ଜନ୍ମ ମାଟି ସତ୍ୟବାଦୀ କୁ ଆସିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଅପରାହ୍ନ ୫ ଘଣ୍ଟା ସମୟରେ ସାକ୍ଷୀଗୋପାଳ ଠାରେ ପହଞ୍ଚିବା ପରେ ଦାଦା ସାକ୍ଷୀଗୋପାଳ ଙ୍କ...
ବେଆଇନ ଅଧିଗ୍ରହଣ ହୋଇଥିବା ଚାଷ ଜମି ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯିବ – ଉମା ବଲ୍ଲଭ ରଥ।ପୁରୀ ୨୩/୦୪- ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଙ୍ଘର୍ଷ ସମିତି ପକ୍ଷରୁ ଆଜି ବାଲିଘାଇ ଛକ ଠାରେ ଥିବା ଛଇତନା ମୌଜା ର ...
ପ୍ରବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୂଳ ହେଲା। ବିଧି ଅନୁସାରେ, ଶ୍ରୀନଅର ରଥଖଳାରେ ତିନୋଟି ଧଉରା କାଠକୁ ପୂର୍ବରୁ ଶାସ୍ତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜାର୍ଚ୍ଚନା କରାଗଲା। ମଧ୍ୟା...
ଭୁବନେଶ୍ବର : ତା ୨୧.୪.୨୩ ଭୁବନେଶ୍ବର ରାମମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ତରଫରୁ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ନେଇ ଏକ ଗୁରୁତତ୍ୱପୂର୍ଣ ବୈଠକ। ଏହି ବୈଠକରେ ଯାଜପୁର ବିରଜା ମନ୍ଦିର, କାକଟପୁର ମଙ୍ଗଳା...
କାକଟପୁର: ପ୍ରତିବର୍ଷ ଏପ୍ରିଲ ୧୮ ତାରିଖ ରେ ପାଳିତ ହୋଇଥାଏ ବିଶ୍ୱ ଐତିହ୍ୟ ଦିବସ। ଆଜି ବି ରାଜ୍ୟ ର ବିଭିନ୍ନ ସ୍ଥାନ ରେ ଏହି ଦିବସ ଧୁମଧାମ ରେ ପାଳିତ ହୋଇଛି। ତେବେ ପୁଣ୍ୟତୋୟା ପ୍ରାଚୀନଦୀ ର ଉପତ୍ୟକା ରେ ରହିଥିବା ଶହ ଶହ ଐତିହ୍ୟ ଆଜି ସରକ...
ପୁରୀ ତା ୧୯\୦୪- ପୁରୀ ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ବେଆଇନ ବୋଲି ମାନ୍ୟବର ସୁପ୍ରିମ କୋର୍ଟ ରାୟ ପରେ ସାରା ପୁରୀ ଜିଲ୍ଲାରେ ଚାଷୀ ମାନଙ୍କ ମଧ୍ୟରେ ଗଭୀର ଉତ୍ସାହ, ଆନନ୍ଦ ପରିଲକ୍ଷିତ ହୋଇଛି। ଏ ବିଜୟର ସମ୍ପୁର୍ଣ୍ଣ ଶ୍ରେୟ ମହ...
ପୁରୀ ୧୯/୪ ପୁରୀ ର ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ।ଲକ୍ଷ ଲକ୍ଷ ଲୋକ ଙ୍କ ସମାଗମ ଘଟିଥାଏ ଏଥିରେ।ଏହାକୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଶାସନ ଗୁରୁ ଦାୟିତ୍ୱ ବହନ କରିଥାଏ।ତେଣୁ ରଥଯାତ୍ରା ସମୟରେ କୌଣସି ବିପର୍ଯ୍ୟୟ ର ମୁକାବିଲା ପାଇଁ ପ୍ରସ୍ତୁ...















