ସାକ୍ଷୀଗୋପାଳ :୧୫.୩.୨୪ (ଶାଶ୍ଵତ ଟିଭି ) – ବ୍ୟକ୍ତି ନିର୍ମାଣ ତଥା ସୁସ୍ଥ ସମାଜ ଗଠନରେ ଗୁରୁଙ୍କ ଭୂମିକା ମହତ୍ୱପୂର୍ଣ୍ଣ। ଅଜ୍ଞାନର ଅନ୍ଧକାରରୁ ଆଲୋକର ମାର୍ଗରେ ପରିଚାଳିତ କରିବାରେ ଗୁରୁ ହିଁ ଶ୍ରେଷ୍ଠ ପଥପ୍ରଦର୍ଶକ ଏହାକୁ ପଥେୟ କର...
ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମ୍ କମିଲା । ସାରା ଦେଶରେ ଲିଟର ପିଛା ୨ ଟଙ୍କା କମିଥିବା ନେଇ ସୂଚନା । ନୂଆ ଦର ଆସନ୍ତାକାଲି ସକାଳ ୬ଟାରୁ ଲାଗୁ ହେବ । ଏ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ...
କାକଟପୁର – ତା ୧୪/୦୩/୨୦୨୪ – ରାଜ୍ୟ ସରକାର ଙ୍କ ସାମ୍ବାଦିକ ମାନଙ୍କ ପ୍ରତି ଉଦାସୀନତା ଓ ବୈମାତୃକ ମନୋଭାବ ପୋଷଣ କରୁଥିବା ବେଳେ ଆଜିଠାରୁ ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ବିଭୁତି ଭୂଷଣ କର ଙ୍କ ନିର୍ଦ୍ଦେଶ କ୍ରମେ ସା...
କାକଟପୁର-୧୪/୦୩/୨୦୨୪ – (ତୁଷାର ଦୀକ୍ଷିତ ) – ବୟସ ର ଅପରାହ୍ନ ରେ ପହଞ୍ଚି ଥିଲେ ବି ସେମାନଙ୍କର ଆଜି ବି ମନେ ପଡେ ସମାଜ ପାଇଁ ଉଚର୍ଗୀକୃତ ହୋଇଥିବା ସେତେବେଳର ନିମ୍ନ ମାଧ୍ୟମିକ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କର କର୍ମ ମୟ ଜଞ୍...
ପୁରୀ – ତା ୧୪/୦୩/୨୦୨୪ ରିଖ – ନେଦରଲାଣ୍ଡ ରୁ ଓଡିଶା ବୁଲିବାକୁ ଆସି ଲୁଟର ଶିକାର ହୋଇଥିବା ବିଦେଶୀ ପର୍ଯ୍ୟଟକ ଆନଥୋନି ଭ୍ୟାନ ଅର୍କେଲ ନିଜ ଦେଶକୁ ଫେରିଛନ୍ତି। ବିଦେଶୀ ପର୍ଯ୍ୟଟକ ଆନଥୋନି ନିଜର ସମସ୍ତ ଟଙ୍କା ଏବଂ ଜିନିଷ ଚୋର...
କାକଟପୁର(ତୁଷାର ଦୀକ୍ଷିତ ) ତା ୧୩/୩, ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ କାକଟପୁର ଥାନା ପୋଲିସ ଓ ସିଆରପିଏଫ ଯବାନଙ୍କ ମିଳିତ ସହଯୋଗରେ କାକଟପୁର ବଜାରରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତି ଶ...
ଭୁବନେଶ୍ୱର – ୧୩/୦୩/୨୦୨୪/ – (ଶାଶ୍ଵତ ଟିଭି ) – ରାଜ୍ୟ ସରକାର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୩୫ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବା ନିମନ୍ତେ ଘୋଷଣା କରିଥିବା ବେଳେ ପୁରୀ ଜିଲ୍ଲାର ଏକ ପ୍ରମୁଖ ଐତିହା...
କାକଟପୁର – ୧୦/୦୩/୨୦୨୪ ( ତୁଷାର ଦୀକ୍ଷିତ ) – କର୍ମ ଜଞ୍ଜାଳ ଭିତରୁ ବାହାରି ମା ମଙ୍ଗଳା ଙ୍କୁ ଦର୍ଶନ କରିବାକୁ ବାହାରି ଆସିଛନ୍ତି ସିନେ ଚଳଚିତ୍ର ଜଗତରେ ହାସ୍ୟ ଅଭିନେତା ହରି ଭାଇ,ସେ ଆଜି ଦିବା ୧୨ ଘଟିକାରେ ମା ମଙ୍ଗଳା ଙ୍କ...
କାକଟପୁର – ୯ / ୨/ ୨୦୨୪ – ( ତୁଷାର ଦୀକ୍ଷିତ ) – କାକଟପୁର ଓ ଏହାର ଆଖପାଖ ଗ୍ରାମାଞ୍ଚଳ ରାସ୍ତା ଏବେ ଅସୁରକ୍ଷିତ ହୋଇପଡିଛି l ଦ୍ରୁତ ବେଗରେ ଗାଡି ଚାଳନା ସାଙ୍ଗକୁ ନିଶାସକ୍ତ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁ ...
କାକଟପୁର ୭/୩/୨୦୨୪ -(ତୁଷାର ଦୀକ୍ଷିତ )- ଅଷ୍ଟଶମ୍ଭୁ ଙ୍କ ମଧ୍ୟରେ ଅନ୍ୟତମ ପ୍ରଭୁ ସୋମେଶ୍ୱର ଶମ୍ଭୁଙ୍କ ମନ୍ଦିର, ଏହି ମନ୍ଦିର ଟି ବହୁ ପୁରୁଣା ପ୍ରାୟ ୩ ଏକର ଜାଗାରେ ପ୍ରଭୁ ଙ୍କର ଏହି ମନ୍ଦିର ଅବସ୍ଥିତ, ପୁରୁଖା ଲୋକଙ୍କ ଚେଷ୍ଟା, ନିଷ୍ଠା,...















