ଶ୍ରୀଧାମ ଜଗନ୍ନାଥ ପୁରୀରେ ପୂଜ୍ୟ ଦିଦି ମା’ଙ୍କୁ ଦେଖିବା ଓ ତାଙ୍କର ଅମୃତବାଣୀ ଶୁଣିବା ଆମ ପାଇଁ ଏକ ବଡ଼ ସୌଭାଗ୍ୟ— ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ — ଓଡ଼ିଶା
Home / ସଂସ୍କୃତି ଓ ପରମ୍ପରା / ପବିତ୍ର ଅଁଳା ନବମୀ ୨୦୨୩ ରେ ଶାଶ୍ଵତ ଟିଭି କୁ ପୁରିଲା ଏକ ବର୍ଷଭିଡିଓ ଖବରମୁଖ୍ୟ ଖବରସଂସ୍କୃତି ଓ ପରମ୍ପରାପବିତ୍ର ଅଁଳା ନବମୀ ୨୦୨୩ ରେ ଶାଶ୍ଵତ ଟିଭି କୁ ପୁରିଲା ଏକ ବର୍ଷBy SaswatTelevision No CommentsNovember 21, 2023 2:33 pm ପବିତ୍ର ଅଁଳା ନବମୀ ୨୦୨୨ ରେ ମା ରାଧାରାଣୀଙ୍କ ଆଶୀର୍ବାଦ ଘେନି ଶାଶ୍ଵତ ଟିଭି ର ଶୁଭାରମ୍ଭ ହୋଇଥିଲା । ଆଜି ପବିତ୍ର ଅଁଳା ନବମୀ ୨୦୨୩ ରେ ଶାଶ୍ଵତ ଟିଭି କୁ ପୁରିଛି ଏକ ବର୍ଷ । ଏହି ଅଁଳା ନବମୀ ପରିପ୍ରେକ୍ଷୀରେ ଶାଶ୍ଵତ ଟିଭି ର ପରିବାର, ସମସ୍ତ ଓଡ଼ିଶାବାସୀ, ସମସ୍ତ ଭକ୍ତ ତଥା ଶାଶ୍ଵତ ଟିଭି ର ସମସ୍ତ ଦର୍ଶକ ମାନଙ୍କୁ ଶୁଭେଛ ଜଣାଇଛନ୍ତି। ଆଗାମୀ ଦିନରେ ବିଭିନ୍ନ ନିଆରା କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଦର୍ଶକ ବନ୍ଧୁଙ୍କୁ ଭେଟି ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । SPREAD YOUR LOVE WITH YOUR FRIENDS AND FAMILYShare ArticlePrevious Article୩୩ତମ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତNext Articleଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିନମ୍ର ପ୍ରାର୍ଥନା ଓ ଅପିଲ୍SaswatTelevision Related Posts ପବିତ୍ର ଜନ୍ମାଷ୍ଟମୀ ରେ ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର September 6, 2023 ଜହ୍ନମାମୁଁ ଘରେପାଦ ଥାପିଲା ଭାରତ – ଚନ୍ଦ୍ରାୟନ – ୩ ର ସଫଳ ଅବତରଣ କୁ ନେଇ ଖ ... August 23, 2023 ଜୟ ଶ୍ରୀଜଗନ୍ନାଥ – ଏକ ରେଖାଙ୍କନ June 19, 2023 Leave a Reply Cancel replyYou must be logged in to post a comment.
1ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ଦାବିରେ ୧୬୧ ଦିନରେ ପୁରୀବାସୀଙ୍କ ସଚେତନତା ପଦଯାତ୍ରାSeptember 9, 2026