Home / ସଂସ୍କୃତି ଓ ପରମ୍ପରା / ଶାରଦୀୟ ଅଭିନନ୍ଦନ ଓ ଅନେକ ଅନେକ ଶୁଭକାମନା

ଶାରଦୀୟ ଅଭିନନ୍ଦନ ଓ ଅନେକ ଅନେକ ଶୁଭକାମନା

ଯୁଗେ ଯୁଗେ ସତ୍ୟ, ଶାନ୍ତିର ପ୍ରତିଷ୍ଠା ପାଇଁ ବିଜୟର ପୁଲକରେ ବିଜୟିନୀ ମା’ ସିଂହବାହିନୀ। ଅନ୍ୟାୟ ଅନୀତିର ବିନାଶରେ ଚରାଚରେ ଶାନ୍ତିର ଉଲ୍ଲାସ । ବିଞ୍ଚିଦିଅନ୍ତୁ, ଦେବୀ ଦଶଭୁଜା ସୁଖ ଆଉ ପିଉଷର ଅସରନ୍ତି ବାସ୍ନା । ଏମିତି କାମନା ସହ, ଶାଶ୍ଵତ ଟିଭି ର ସମସ୍ତ ଦର୍ଶକ ତଥା ଦେଶବାସୀ ର ସମସ୍ତ ଗୁରୁଜନ ଓ ଭାଇ ଭଉଣୀ ମାନଙ୍କୁ ଶାରଦୀୟ ଅଭିନନ୍ଦନ ଓ ଅନେକ ଅନେକ ଶୁଭକାମନା

SPREAD YOUR LOVE WITH YOUR FRIENDS AND FAMILY

Leave a Reply