ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଅଲାରପୁର ଠାରେ ହରଦୂର୍ଗା ୟୁଥ୍ କ୍ଲବ ତରଫରୁ ଆୟୋଜିତ ୧୨ତମ ‘କୁମାର ମହୋତ୍ସବ’ରେ ମୂଖ୍ୟ ଅତିଥି ଭାବରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦାନ କରି ଜନସାଧାରଣଙ୍କୁ ଉତ୍ସାହିତ କଲେ।
କୁମାର ଉତ୍ସବ ଉଦ୍ଘାଟନ କଲେ କେନ୍ଦ୍ର ମନ୍ତ୍ରୀ