Home / ଶିକ୍ଷା / ଦୁଈ ନା ବାଳକ ଜେଲ ଗଲେକ୍ଲାସ ରୁମ ରୁ ଉଠାଇ ନେଲା ପୁଲିସ

ଦୁଈ ନା ବାଳକ ଜେଲ ଗଲେକ୍ଲାସ ରୁମ ରୁ ଉଠାଇ ନେଲା ପୁଲିସ

kakatpur

କାକଟପୁର 29/8 କାକଟପୁର ଥାନା ଅନ୍ତର୍ଗତ କାକଟପୁର ବାଳିକା ବିଦ୍ୟାଳୟ ରୁ ସି ସି ଟିଭି ଚୋରି କରି ଦୁଈ ଜଣ କାକଟପୁର ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ର ଜୁବେନାଇଲ କୋର୍ଟ କୁ ଚାଲାଣ କରିଛି, ପୋଲିସ ସୂତ୍ରରୁ ଜଣା ପଡିଛି ଜେ କାକଟପୁର ବାଳିକା ନୋଡାଲ ବାଳିକା ବିଦ୍ୟାଳୟ ସମ୍ମୁଖରେ ଥିବା ସିସି ଟିଭି କ୍ୟାମେରା ଚୋରି ହୋଇଥିବା ଅଭିଯୋଗ ପାଇ କାକଟପୁର ଥାନା ପୋଲିସ ସିସି ଟିଭି ଫୁଟେଜ ଆଧାରରେ ଦୁଈ ଜଣ ଦଶମ ଶ୍ରେଣୀ ଛାତ୍ର ରାହୁଲ ଦାସ, ଆଦିତ୍ୟ ବିନ୍ଧାଣି ଦୁଈ ଜଣଙ୍କୁ ହାଇ ସ୍କୁଲ ରେ ଅଚାନକ ଚଢ଼ାଉ କରି ପୋଲିସ ଗିରଫ କରିଛି, ଅପର ପକ୍ଷରେ ଦୁଈ ନା ବାଳକ ଗିରଫ ହେଵା ପରେ ସ୍କୁଲରୁ ବହିସ୍କୃତ କରା ଯାଇଥିବା ଜଣା ପଡିଛି, ଥାନା କେଶ ନମ୍ବର 174/2023

SPREAD YOUR LOVE WITH YOUR FRIENDS AND FAMILY

Leave a Reply