ଫେବ୍ରୁଆରୀ ମାସରୁ ହିଁ ମୁଣ୍ଡାଫଟା ଖରା ହେଲାଣି । ଗ୍ରାମାଞ୍ଚଳ ଅପେକ୍ଷା ସହରରେ ଅଧିକ ଖରା ଅନୁଭୂତ ହେଲାଣି । ଏସବୁର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ । ଆଇକ୍ୟୁଆର ର୍ୟାଙ୍କି ରିପୋର୍ଟ ମୁତାବକ, ମୁମ୍ବାଇ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍...

ବିବିସି କାର୍ଯ୍ୟାଳୟରେ ଆଜି ବି ଚାଲିଛି ଆଇଟି ରେଡ୍ । ଗତକାଲିଠୁ ଦିଲ୍ଲୀ, ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଆୟକର ବିଭାଗର ସ୍ୱତନ୍ତ୍ର ଟିମର ଚଢାଉ ଚାଲିଛି । ଚଢ଼ଉ କରି କେତେକ ଫୋନ୍, ଦସ୍ତାବିଜ ଓ ଲାପଟପ ଜବତ କରିବା ସହ କାର୍ଯ୍ୟାଳୟ ସିଲ୍‌ କ...

airindia

ଏୟାର ଇଣ୍ଡିଆ କିଣିବ ୫୪୦ ନୂଆ ବିମାନ। ଏଥିପାଇଁ ହୋଇଛି ଶହେ ବିଲିୟନ୍ ଡଲାରର ଡିଲ୍। ବିମାନ ଚଳାଚଳ କ୍ଷେତ୍ରରେ ଏହା ସବୁଠାରୁ ବଡ ଡିଲ୍ ବୋଲି କୁହାଯାଉଛି। ଡିଲ୍ ମୁତାବକ ଏୟାର ଇଣ୍ଡିଆ, ଫ୍ରାନ୍ସ କମ୍ପାନୀ ଏୟାରବସ୍ ଏବଂ ଆମେରିକା କମ୍ପାନୀ ବୋ...

ଆଜିଠୁ CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ସକାଳ ସାଢ଼େ ୧୦ଟାରୁ ଦିନ ସାଢ଼େ ୧ଟା ଯାଏ ପରୀକ୍ଷା ହେବ। ପରୀକ୍ଷାର୍ଥୀମାନେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ। ସିବିଏସ୍ଇ ଦଶମ ପରୀକ୍ଷା ଆଜିଠୁ ଆରମ୍ଭ ହୋଇ ...

ମେଷ:~ ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। ମାତା ପିତା ଙ୍କ ସ୍ବାସ୍ଥ୍ୟ ରେ ସମସ୍ୟା ଦେଖା ଦେଇପାରେ। ବୃଷ:~ ଦିନଟି ସଂପୂର୍ଣ୍ଣ ଭଲ ରେ କଟିବ। ସ...

କାକଟପୁର,14/23-କାକଟପୁର ବ୍ଲକ ସୁହାଣପୁର ଗ୍ରାମ ରେ ମହେଶ୍ୱର ମହାରଣା ଙ୍କ ଘର ଅଗ୍ନିକାଣ୍ଡ ରେ ନଷ୍ଟ, ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟ ରେ ଶ୍ରୀଯୁକ୍ତ ମହାରଣା କିଛି କାମ ରେ ବାହାରକୁ ଯାଇଥିଲେ, ଘରେ ତାଙ୍କ ସ୍ତ୍ରୀ ଓ ପରିବାର ଥିଲେ କିନ୍...

୨୦୧୯ ମସିହା ଫେବୃଆରୀ ୧୪ ତାରିଖ ଦେଶକୁ ଦୋହଲାଇ ଦେଇଥିଲା । ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର I ଆଜି ବି ଶିହରି ଉଠେ ଦେହ, ଓ ଛାତି ଥରା ଦୃଶ୍ୟ । ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ପରିବାର ଓ ଦେଶବାସୀ । ...

କାକଟପୁର ରାଜ୍ୟର ସର୍ବ ପୁରାତନ,ସର୍ବବୃହତ ସାମ୍ୱାଦିକ ସଙ୍ଗଠନ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଙ୍କୁ ସାମ୍ୱାଦିକ ଗୌରବ ସମ୍ମାନ ରେ ସମ୍ମାନୀତ କରାଯାଇଛି। ଗତ ରବିବାର ଦିନ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ର...

ଆଜି ପୁରୀ ଜିଲ୍ଲା ସ୍କୁଲ ଠାରେ ନୀତା ଫୁଟବଲ ଏକାଡେମୀ ଓ ପୁରୀ ଜିଲ୍ଲା ସ୍କୁଲ ସ୍ପୋର୍ଟସ ଜୋନର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ଆନ୍ତଃ ବିଦ୍ୟାଳୟ ବାଳକ ଓ ବାଳିକା କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବାଳକ ବିଭାଗର ଫାଇନାଲ ମ୍ୟାଚରେ ...

ଚଳିତ ମାସ ୧୮ ତାରିଖରେ ପାଳନ ହେବ ମହାଶିବରାତ୍ରି ପର୍ବ।ଲୋକନାଥ ପୀଠ ରେ ପ୍ରଭୁ ଲୋକନାଥ ଦେବଙ୍କ ଜାଗର ଯାତ୍ରା କୁ ସୁଚାରୁରୂପେ ପରିଚାଳନା ପାଇଁ ଏକ ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତ...