କାକଟପୁର 8/9 ଆଜି କାକଟପୁର କଲେଜ ଛକ ନିକଟସ୍ଥ ପ୍ରାଚୀ ବିହାର ର କେଳୁଚରଣ ସ୍ୱାଇଁ ଓ ବେଲଲତା ସ୍ୱାଇଁ ଙ୍କର ସାନ ପୁଅ ଭାଗବତ ସ୍ୱାଇଁ ଓ ସାନ୍ଧ୍ୟlରାଣୀ ସ୍ବାଇଙ୍କ ଏକ ମାତ୍ର କନ୍ୟା ସୁଶ୍ରୀ ମାମୁନି ର ପ୍ରଥମ ବାର୍ଷିକ ଜନ୍ମଦିନ ସତ୍ୟନାରାୟଣ ପାଲା ଓ ଚାମର ସେବା ପୂଜା କରି ସାହି ଭାଇଙ୍କୁ ଓ ପଡୋଶୀ ଙ୍କୁ ଭୋଗ ଖୁଆଇ ଥିଲେ,ଏହି କାର୍ଯ୍ୟକ୍ରମ ରେ କାକଟପୁର ର ସମସ୍ତ ପ୍ରେସ କ୍ଳବ, ଅସ୍ତରଙ୍ଗ ପ୍ରେସ କ୍ଳବ, କୋଣାର୍କ ପ୍ରେସ କ୍ଳବ, ଗୋପ ପ୍ରେସ କ୍ଳବ ର ସଦସ୍ୟ ମାନେ ଉପସ୍ଥିତ ରହିବା ସହିତ କୁନି ଝିଅ ମାମୁନି କୁ ଆଶୀର୍ବାଦ ଦେଇଥିଲେ, କାକଟପୁର ପ୍ରେସ କ୍ଳବର ସଭାପତି କମଳ ଲୋଚନ ଦୀକ୍ଷିତ, କାକଟପୁର ସେବକ ସମିତି ସଭାପତି ମନୋରଞ୍ଜନ ପଣ୍ଡା, ମଙ୍ଗଳା କ୍ରିକେଟ କ୍ଳବ ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ତୁଲାଇ ଥିଲେ.











