Home / ଶୋକ / କୃଷ୍ଣଚନ୍ଦ୍ର ଦୀକ୍ଷିତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

କୃଷ୍ଣଚନ୍ଦ୍ର ଦୀକ୍ଷିତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

whatsapp image 2024 02 13 at 19.09.32 d45e0ab8

କାକଟପୁର ୧୩/୦୨/୨୦୨୪ ( ତୁଷାର ଦୀକ୍ଷିତ) – କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୂର୍ବତନ ବରିଷ୍ଠ ସେବାୟତ ତଥା ପୂର୍ବତନ ସେବାୟତ ନିଯୋଗ ସଭାପତି ସ୍ବର୍ଗତ କୃଷ୍ଣଚନ୍ଦ୍ର ଦୀକ୍ଷିତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସମାରୋହ ସ୍ଥାନୀୟ ଧର୍ମଶାଳା ପଡିଆରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରରିପେକ୍ଷୀରେ ସ୍ବର୍ଗତ ଦୀକ୍ଷିତଙ୍କ ଜ୍ୟେଷ୍ଠ ପୁତ୍ର ହିମାଂଶୁ ଭୂଷଣ ଦୀକ୍ଷିତ, ମଧ୍ୟମ ପୁତ୍ର ସୁଧାଂଶୁ ଭୂଷଣ ଦୀକ୍ଷିତ, କନିଷ୍ଠ ପୁତ୍ର ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ,ମା ମଙ୍ଗଳା ସେବାୟତ ନିଯୋଗର ସଭାପତି ମନୋରଞ୍ଜନ ପଣ୍ଡା,ମଙ୍ଗଳା କ୍ରିକେଟ କ୍ଳବ ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ, ଉପସଭାପତି କମଳ ଲୋଚନ ଦୀକ୍ଷିତ, ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ମନ୍ଦିର ଟ୍ରଷ୍ଟି ତଥା ତହସିଲଦାର ଅଙ୍କିତା ଅନିନ୍ଦିତା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ସମେତ ବନ୍ଧୁ, ପରିଜନ ଓ ଶୁଭେଛୁ ମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply