Home / ମୁଖ୍ୟ ଖବର / ବେଆଇନ ବାଲି ଗାଡ଼ି ସହ, ବିଦ୍ୟୁତ ଖୁଣ୍ଟ ଚୋର ବନ୍ଧା ହେଲେ

ବେଆଇନ ବାଲି ଗାଡ଼ି ସହ, ବିଦ୍ୟୁତ ଖୁଣ୍ଟ ଚୋର ବନ୍ଧା ହେଲେ

whatsapp image 2023 09 13 at 21.11.00

କାକଟପୁର,13/9-କାକଟପୁର ପୋଲିସ କୁ ମିଳିଛି ସଫଳତା, ସୂଚନା ମୁତାବକ ଲଘୁ ଖଣିଜ ସମ୍ପଦ ବେନିୟମ ଭାବେ ଚୋରା ଚାଲାଣ ହେଉଥିବା ବେଳେ କାକଟପୁର ପୋଲିସ ସାପ୍ତାହିକ ସ୍ପେସିଆଲ ଡ୍ରାଇଭି କରି ଉକ୍ତ ବେଆଇନ ବାଲି ବୋଝଇ ୨ ଟି ହାଇୱା କୁ ଓଥକା ରାସ୍ତା ରୁ ଜବତ କରିଥିଲା, ଉକ୍ତ ହାଇୱା ନମ୍ବର ଯଥାକ୍ରମେ ODO2B K5475,ODO2BW5475,ଏହି ୨ ଗାଡ଼ି କୁ ଥାନା କୁ ଆଣି ୧୮୩ /୨୩, 184/23 ପୃଥକ ପୃଥକ କେଶ ୠଜୁ କରିଛି, ଠିକ ସେହିପରି ମଧ୍ୟ ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟ ରେ ସାରଙ୍ଗଧରପୁର ନିକଟରେ ୩ ଜଣ ଯୁବକ ଙ୍କୁ ବିଦ୍ୟୁତ ଖୁଣ୍ଟ ପାଇପ୍ କୁ କାଟୁଥିବା ସମୟ ରେ ଘଟଣା ସ୍ଥଳ ରୁ ଗିରଫ କରିଛି, ୧୮୨/୨୩ କେଶ ନମ୍ବର ରେ ମାମଲା ୠଜୁ କରିବା ସହ ଡାକ୍ତରୀ ମାଇନା କରାଇ ଉକ୍ତ ତିନି ଯୁବକ ଙ୍କୁ 379,34IPC, 3PDPP ଧାରା ରେ କୋର୍ଟ ଚାଲାଣ କରିଛି, କାକଟପୁର ଥାନା ଅଧିକାରୀ ଉମେଶ କୁମାର ସାହୁ ସ୍ୱତନ୍ତ୍ର ଟିମ୍ ସହିତ ରାତ୍ର ପେଟ୍ରୋଲିଂ କରୁଥିବା ବେଳେ ଏମାନେ ବିଦ୍ୟୁତ ଖୁଣ୍ଟ କାଟୁ ଥିବା ବେଳେ ଧରା ପଡ଼ିଥିଲେ 

SPREAD YOUR LOVE WITH YOUR FRIENDS AND FAMILY

Leave a Reply