Home / ଅପରାଧ / ଚୋରଙ୍କ ଟାର୍ଗେଟ ରେ ମନ୍ଦିର

ଚୋରଙ୍କ ଟାର୍ଗେଟ ରେ ମନ୍ଦିର

whatsapp image 2024 05 14 at 17.58.48 efb2ce2a

ପିପିଲି: ୧୪.୫.୨୪ (ଶାଶ୍ଵତ ଟିଭି) – ପୁରୀ ଜିଲ୍ଲା ପିପିଲି ବ୍ଲକ କୁଳ ଶେଖର ପାଟଣା ପଞ୍ଚାୟତ ର 316 ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି ପ୍ରସିଦ୍ଧ ଶକ୍ତିପୀଠ ମା ଉତ୍ତରଶ୍ଵରୀ ଠାକୁରାଣୀ ଙ୍କ ମନ୍ଦିର।

whatsapp image 2024 05 14 at 17.58.48 de41ebca

ଗତକାଲି ମଧ୍ୟ ରାତ୍ରରେ ମନ୍ଦିରରେ ଥିବା ଦାନ ବାକ୍ସ ଭାଙ୍ଗି ହଜାର ହଜାର ଟଙ୍କା ଲୁଟିନେଇଛନ୍ତି ଦୃର୍ବୁତ୍ତ । ସ୍ଥାନୀୟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ଚୋରକୁ ଧରିବା ପାଇଁ ପ୍ରାୟାସ ଯାରିରଖିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply