କାକଟପୁର ୧୫/୦୬/୨୦୨୪ ଆଜି କାକଟପୁର ପ୍ରେସ କ୍ଳବ ର ସମ୍ପାଦକ ତଥା ଉତ୍କଳ ସାମ୍ବାଦିକ ସଙ୍ଘର ବରିଷ୍ଠ ସଦସ୍ୟ ଆଦିତ୍ୟ କୁମାର ରାଉତ ଙ୍କ ଜନ୍ମଦିନ ଅବସରରେ ପ୍ରଥମେ ସେ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ସହିତ ନିଜ ଗ୍ରାମର ପ୍ରତ୍ୟକ୍ଷ ଠାକୁର ପ୍ର...
କାକଟପୁର (ତୁଷାର ଦୀକ୍ଷିତ ) ତା ୧୪/୬– ଆଜି ସକାଳେ ଅସ୍ତରଙ୍ଗ – କାକଟପୁର ଅଞ୍ଚଳରୁ ଏକ ପିକପ୍ ଭ୍ୟାନ ୧୬ ଜଣ ପାନଚାଷୀଙ୍କୁ ନେଇ ପିପିଲି ପାନମଣ୍ଡିକୁ ଆସୁଥିବା ବେଳେ ଜଗନ୍ନାଥପୁରଠାରେ ଏକ ଆକସ୍ମିକ ଦୁର୍ଘଟଣା ଘଟିଥିଲା ।ଏଥିରେ ଅସ୍ତରଙ୍ଗ ଅ...
କାକଟପୁର (ତୁଷାର ଦୀକ୍ଷିତ ) ତା ୧୪/୬,ଆଜି ପହିଲି ରଜ, ପ୍ରତିଟି ଓଡ଼ିଆ ମାନଙ୍କର ଏକ ନିଆରା ପର୍ବ, ରଜ ଆସିଗଲେ ପ୍ରତ୍ୟେକ ପରିବାର ରେ ଯେମିତି ଖୁସି ର ଲହରୀ ଖେଳିଯାଏ, ପିଠା ପଣା ସାଙ୍ଗକୁ ବିଭିନ୍ନ ବ୍ୟଞ୍ଜନ ରେ ପ୍ରସ୍ତୁତ ଖାଦ୍ୟ l କିନ୍ତୁ...
ପୁରୀର ମାଳତୀ ପାଟପୁର ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ଗ୍ରାମ ତୁଳସୀ ଚଉରା ର ମହତ୍ୱ କୁ ନିଜେ ଚିତ୍ରକୂଟ ତୁଳସୀ ପୀଠାଧୀଶ ଜଗତଗୁରୁ ପଦ୍ମ ବିଭୂଷଣ ରାମ ଭଦ୍ରାଚାର୍ଯ୍ୟ ଜୀ ମହାରାଜ ଅନୁଭବ କରି ତୁଳସୀ ଦାସଙ୍କ ସିଧ୍ୟ ପୀଠରେ ସନ୍ଥ ତୁଳସୀ ଦାସଙ୍କ...
ପୁରୀ: ୧୨.୬.୨୪ (ଶାଶ୍ଵତ ଟିଭି ) ରିପୋର୍ଟ – ସିଂହାରୀ ଆଲୋକ ଖୁଣ୍ଟିଆ – ପୁରୀ ଜଗନ୍ନାଥ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଅଛି ଚାରିଦିନ ହେବ ଜାତୀୟ ସ୍ତରୀୟ ହାମରବଲ ଟୁର୍ନାମେଣ୍ଟ। ଏହି ଟୁର୍ନାମେଣ୍ଟ ରେ ମହିଳା ବିଭାଗରେ ଫା...
କାକଟପୁର ତା ୧୩/୬, ( ତୁଷାର ଦୀକ୍ଷିତ ) – ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଶପଥ ନେବା ପରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମା ମଙ୍ଗଳାଙ୍କୁ ଦର୍ଶନ କରିବା ନିମନ୍ତେ ମଙ୍ଗଳା ମନ୍ଦିରକୁ ଚୁଟି ଆସିଛନ୍ତି l ଗୁରୁବାର ଦିନ ୧ ଟାରେ...
କାକଟପୁର- ତା ୧୩/୬, ( ତୁଷାର ଦୀକ୍ଷିତ ) – କାକଟପୁର ଥାନା ଅଧିନସ୍ଥ ତହସିଲ ନିକଟସ୍ଥ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ରୁ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ କମ୍ପ୍ୟୁଟର, ଫ୍ୟାନ ସମେତ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ...
କାକଟପୁର ତା ୧୨/୦୬/୨୦୨୪ , ପୁରୀଜିଲ୍ଲା କାକଟପୁର ସ୍ଥିତ ଶ୍ରୀ ଶ୍ରୀ ସୋମେଶ୍ଵର ମହାଦେବଙ୍କ ପୀଠରେ ପବିତ୍ର ଶୀତଳଷଷ୍ଠୀ ଅବସରରେ ମଙ୍ଗଳବାର ଦିନ ପ୍ରଭୂ ସୋମେଶ୍ୱର ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ...
କାକଟପୁର – ତା ୧୨/୦୬/୨୦୨୪, ( ତୁଷାର ଦୀକ୍ଷିତ ) – ପ୍ରଚଣ୍ଡ ଗ୍ରୀଷ୍ମର ଝାଞ୍ଜି ପବନରେ କୃଷ୍ଣଚୂଡ଼ା ତାର ମନ୍ଦ ମନ୍ଦ ପବନରେ ମହକେଇ ଦେଉଛି ସାରା ପରିବେଶକୁ l ଏହାର ମନୋରମ ଦୃଶ୍ୟ ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ବେଶ ଆକର୍ଷିତ...
ସତ୍ୟବାଦୀ : ତା ୧୩.୬.୨୪ (ଶାଶ୍ଵତ ଟିଭି ) – ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ପ୍ରଥମମେ ପୁରୀ ଗସ୍ତ କରି ନବ ନିର୍ବାଚିତ ସମସ୍ତ ବିଧାୟକ ଏବଂ ସାଂସଦ ଙ୍କ ସହିତ ଶ୍ରୀଜୀଉ ଙ୍କୁ ଦର୍ଶନ କରିଛନ୍ତି ଓଡ଼ିଶାର ମ...











