Home / ମୁଖ୍ୟ ଖବର

ମୁଖ୍ୟ ଖବର

whatsapp image 2025 07 11 at 01.40.12 8ca41ed3

ପୁରୀ- ୧୦/୦୭/୨୦୨୫ – (ତୃପ୍ତିମୟୀ ଜେନା)- ଚଳିତ ମାସ ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ଋଷିଆର ମସ୍କୋରେ ଆ ୟୋଜିତ ଭାରତ ଉତ୍ସବ-୨୦୨୫ରେ ଓଡ଼ି ଆ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସାମିଲି ହୋଇଛନ୍ତି। ଏହି ଅବସରରେ ଭାରତୀୟ ଦୂତାବାସ ଦ୍ୱାରା ...

whatsapp image 2025 07 11 at 01.31.58 01021828

ପୁରୀ- ୧୦/୦୭/୨୦୨୫ – (ତୃପ୍ତିମୟୀ ଜେନା)- ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ରାଜ୍ୟ ସଂକୀର୍ତନ ମହାସଂଘ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ସଂକୀର୍ତନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଓଡିଶା ସଂକୀର୍ତନ ମହାସଂଘର ପ୍ରାୟ ୧୫ ଲକ୍ଷ ରୁ ଉର୍ଦ...

whatsapp image 2025 07 08 at 19.39.22 5042c714

କାକଟପୁର -୦୮/୦୭( ତୁଷାର ଦୀକ୍ଷିତ ) ଓଡ଼ିଶାରେ କାକଟପୁର ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ଥିବା ବେଳେ ସବୁବେଳେ ପ୍ରାୟ ବିଜେଡି ଦଳ ର ବିଧାୟକ ଭାବେ ନିର୍ବାଚିତ ହୋଇଥାନ୍ତି ରାଜ୍ୟରେ ବିଜେପି ସରକାର କ୍ଷମତା କୁ ଆସି...

whatsapp image 2025 07 06 at 14.34.32 0ce68559

ନୟାଗଡ଼,ତା.୦୬.୦୭.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ପରିବେଶକୁ ସବୁଜମୟ ରଖିବା ପାଇଁଁ ନୟାଗଡ଼ ବ୍ଳକ୍ ଅନ୍ତର୍ଗତ ଇଟାମାଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ଵପ୍ନେଶ୍ଵରୀ ସେଠୀଙ୍କ ପ୍ରୟାସରେ ବୃକ୍ଷ ରୋପଣ କ...

whatsapp image 2025 07 05 at 09.53.39 d2952e73

ପୁରୀ(ତୃପ୍ତିମୟୀ ଜେନା ) : ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା ), ଚିତ୍ରକୂଟର ଶ୍ରୀ ତୁଳସୀପୀଠ ସେବାନ୍ୟାସ, ଓଡିଶା ରାଘବ ପରିବାରର ମିଳିତ ଆନୁକୁଲ୍ୟରେ ପୁରୀ ସଦର ନିର୍ବାଚନ ମଣ୍ଡଳୀର ଶାସନ ଦାମୋଦରପୁର ପଞ...

delanga

ଡେ଼ଲାଙ୍ଗ – ତା ୩/୦୭/୨୦୨୫ – (ବ୍ୟୁରୋ ରିପୋର୍ଟ୍ ) – ଏ ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ର ଦୃଶ୍ୟ। ଗୋଟେ କି ଦୁଇଟା ନୁହେଁ ବାରମ୍ବାର ଦେଖିବାକୁ ମିଳୁଚି ଏଭଳି ଘଟଣା। ପୋଲିସ ଜନତାଙ୍କ ଠାରୁ ହେଲମେଟ ଓ ଗାଡି କାଗଜ...

whatsapp image 2025 07 02 at 23.44.08 d15f5f07

କଣାସ,ତା ୩/୭ -(ରଶ୍ମିରଞ୍ଜନ)- କଣାସ ବ୍ଲକ ଅନ୍ତର୍ଗତ ଗ୍ରାମେଶ୍ବର ନୋଡାଲ ଉଚ୍ଚ ବିଦ୍ୟାଳୟ ଆଞ୍ଚଳିକ ସାଧନ କେନ୍ଦ୍ରାଧୀନ ବାଲିପଡା ପ୍ରାଥମିକ ବିଦ୍ୟାଳୟର ଆର୍ଦଶ ଶିକ୍ଷକ ତାରକେଶ୍ବର ପାଣିଗ୍ରାହୀଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହର...

delangpolish

ଡେଲାଙ୍ଗ ପୋଲିସ ର ଦାଦାଗିରି, ଜନତାଙ୍କଠୁ ଆଦାୟ ହେଉଛି ମନ ଇଚ୍ଛା ଫାଇନ। ଖୋଲାରେ ବୁଲୁଛନ୍ତି ହୋମଗାର୍ଡ। ଟିକେ ଭଲକରି ଦେଖନ୍ତୁ ଏ ଫୋଟୋ ରେ କିପରି ଜଣେ ବ୍ୟକ୍ତି ଏକ ନମ୍ବର ବିହୀନ ଗାଡି ନେଇ ବିନା ହେଲମେଟ ରେ ଯାଉଛନ୍ତି , ନା ଅଛି ଅଗପଟ ନମ...

whatsapp image 2025 06 30 at 19.59.44 103b6662

ପୁରୀ -୩୦/୬- (ତୃପ୍ତିମୟୀ ଜେନା) -ରଥଯାତ୍ରା ଆରମ୍ଭ ହେବା ସହ ଶ୍ରୀଜୀଉ ମାନେ ଆଡପ ମଣ୍ଡପ କୁ ବିଜେ କରି ସାରିଛନ୍ତି।ବର୍ତ୍ତମାନ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ବ୍ୟବସ୍ଥା କୁ ଶୃଙ୍ଖଳିତ ଭାବେ ପରିଚାଳନା ଆମ ସମସ୍ତ ଙ୍କ ଦାୟିତ୍ୱ ବୋଲି ଆହ୍ବାନ ଦ...

whatsapp image 2025 06 26 at 16.29.30 d435c8c1

ନୟାଗଡ଼, ତା- ୨୫.୬.୨୫ରିଖ-ଭାସ୍କର ଚନ୍ଦ୍ର ସ୍ବାଇଁ- ନୟାଗଡ଼: ରାସ୍ତା ପାଇଁ ୧୭ ଖଣ୍ଡ ଗାଁ ଲୋକଙ୍କ ଆନ୍ଦୋଳନ ମେଳି। ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ। ଖବର ପାଇ ଘଟଣା ସ୍ଥଳକୁ ଉପଜିଲ୍ଲାପାଳ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକ...