ପୁରୀ: ୧୯/୫/୨୦୨୬ – ପର୍ଯ୍ୟଟକମାନଙ୍କ ସୁରକ୍ଷା, ସାଧାରଣ ଆଇନ ଶୃଙ୍ଖଳା ରକ୍ଷା ଏବଂ ପୁରୀ ସମୁଦ୍ର ବେଳାଭୂମିରେ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ଉଦ୍ଦେଶ୍ୟରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶରେ ପୁରୀ ସହର ଅଞ୍ଚଳରେ...
ପୁରୀ (୧୯ ମଇ ୨୦୨୬): ପୁରୀ-ଗୁଣୁପୁର ଟ୍ରେନରେ ଠିକା ସଂସ୍ଥା ‘ଏସଏମ୍ସି ସର୍ଭିସ ମାଷ୍ଟର କ୍ଲିନ୍’ ଅଧୀନରେ କାର୍ଯ୍ୟରତ ଜଣେ ଗରିବ ସଫେଇ କର୍ମଚାରୀ ପ୍ରଦୀପ୍ତ ଲେଙ୍କାଙ୍କୁ ବିନା କୌଣସି ଲିଖିତ ନୋଟିସରେ ବେଆଇନ ଭାବେ ଚାକିରିରୁ...
ପୁରୀ ୧୮/୫ ପୁରୀ ଜିଲ୍ଲା ରେ ସ୍ବତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର ପ୍ରକ୍ରିୟା ଆରମ୍ଭ ହୋଇଛି।ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଧରାଯାଇ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି ବୋ...
ପୁରୀ ତା୧୭/୦୫/୨୦୨୬ରିଖ – ଆଜି ଅପରାହ୍ନ ଘ୦୬.୦୦ମି ସମୟରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କ୍ଷୀର , ପେଟ୍ରୋଲ , ଡିଜେଲ ଓ ସିଏନଜି ତଥା ପେଟ୍ରୋଲ ପମ୍ପ ବନ୍ଦ ବିରୁଦ୍ଧରେ ଏବଂ ମହିଳା ସଂରକ୍ଷଣ ବିଲ୍ ଲାଗୁ ନ କରିବା ପ୍ରତିବାଦର...
ପୁରୀ, ତା ୧୭/୦୫/୨୬ (ନି.ପ୍ର): ଅଶୋକ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପୁରୀର ରାମାୟଣି ଲେନ୍, ରାବେଣି ଚଉରା ମଣ୍ଡପରେ ରବିବାର ଦିନ ଏକ ରକ୍ତଦାନ ଶିବିର ସହ ଆଧ୍ୟାତ୍ମିକ କବିତା ଆସର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କବି ତଥା ନାଟ୍ୟକାର...
(ପୁରୀ) ୧୬/୦୫: ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମ ନିକଟରେ ଥିବା ଜୁଣେଇ ମାଇନର କେନାଲ ର ଏକ ପୁରୁଣା ସାଇଫନ୍ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବାରୁ ଅଞ୍ଚଳରେ ଚାଷୀ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହି ସାଇଫନ୍...
କାକଟପୁର, ୧୬/୦୫:( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ଶଙ୍କରେଶ୍ୱର ଗ୍ରାମରେ ଏକ ଲୋମଟାଙ୍କୁରା ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ମାମୁଁ ଘରକୁ ଆସି ମାଇଁଙ୍କ ଭଉଣୀଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛି...
ପୁରୀ, ୧୬ ମଇ : ବହୁ ପ୍ରତୀକ୍ଷିତ ସମାଜସେବୀ କବି କୃଷ୍ଣ ଜଗଦ୍ଦେବଙ୍କ ରଚିତ କବିତା ସଂକଳନ “କବିତା କୁସୁମାଞ୍ଜଳି” ଆଜି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ହର୍ଷୋଲ୍ଲାସ ଓ ଗମ୍ଭୀର ପରିବେଶ ମଧ୍ୟରେ ପାଠକାର୍ପିତ ହୋ...
ପୁରୀ (୧୫/୫) : ଜୟ ଶ୍ରୀଜଗନ୍ନାଥ ! ପୁରୀ ସହର ଓ ସଦରବାସୀଙ୍କୁ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ପଇଁଚାଳିଶ ଦିନରେ ପଦାର୍ପଣ କରି, ଏକ ଅଦ୍ଭୁତ ଭାବନାର ସ୍ରୋତରେ ପରିଣତ ହୋଇଛି। ଏହା...
ପୁରୀ:୧୫/୫ ଓଡ଼ିଶାର ସମଗ୍ର ଏଏନଏମ ତାଲିମ କେନ୍ଦ୍ର ମାନଙ୍କରେ ONMEB ଦ୍ୱାରା ପରିଚାଳିତ ବାର୍ଷିକ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ, ପୁରୀର ANM ତାଲିମ କେନ୍ଦ୍ରର ୩ ଜଣ ଛାତ୍ରୀ ସର୍ବାଧିକ ନମ୍ବର ରଖି ଓଡ଼ିଶାରେ ପ୍ରଶଂସ...















