ନୟାଗଡ଼,୧୦.୮.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁ- ନୟାଗଡ଼: କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷର ବର୍ଷା କବିତା ଆସର ସ୍ଥାନୀୟ କେ.ସି କ୍ଲବ ସଭାଗୃହରେ ଅନୁଷ୍ଠିତ ହୋ...
କାକଟପୁର ୧୦/୮/୨୦୨୫ ( ତୁଷାର ଦୀକ୍ଷିତ ) କାକଟପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ତନ୍ମୟ କୁମାର ପାତ୍ର,...
କାକଟପୁର, ୧୦/୮/୨୦୨୫ ( ତୁଷାର ଦୀକ୍ଷିତ ) ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍...
ସତ୍ୟବାଦୀ:- ପଞ୍ଚସଖା ଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ପଣ୍ଡିତ କୃପାସିନ୍ଧୁ ମିଶ୍ର । ଯିଏ ପୁରୀ ଜିଲ୍ଲା ର ବୀର ହରେକୃଷ୍ଣ ପୁର ଗ୍ରାମରେ ୨୭-୦୬-୧୮୮୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ବନବିଦ୍ୟାଳୟ ର ଜଣେ ଶିକ୍ଷକ ତଥା ପଞ୍ଚସଖାଙ୍...
ପୁରୀ ୯/୮ /୨୦୨୫ – ତୃପ୍ତିମୟୀ ଜେନା – ହରଘର ତ୍ରିରଙ୍ଗା ୨୦୨୫ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ, ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା ପବିତ୍ର ରକ୍ଷା ବନ୍ଧନ ପର୍ବ। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ ହଲ ଠାରେ ଆୟୋଜ...
ପୁରୀ : ୯/୮/୨୦୨୫ – ତୃପ୍ତିମୟୀ ଜେନା – ରାକ୍ଷୀ ପୂର୍ଣ୍ଣିମା ରେ ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷା ଅରୁଣିମା ନନ୍ଦ ଙ୍କ ଆହ୍ଵାନ ରେ, ଫାଉଣ୍ଡେସନ ର ସମସ୍ତ କର୍ମୀ ପୁରୀ ଜେଲ୍ ଯାଇଥିଲେ । ସେଠାରେ ଥିବା ଭାଇ ମା...
କାକଟପୁର ୯/୮( ତୁଷାର ଦୀକ୍ଷିତ ) : ପବିତ୍ର ରକ୍ଷା ବନ୍ଧନ ଅବସରରେ ଅସ୍ତରଙ୍ଗ ମାଟି ରେ ଶୁଭୁଛି କାନ୍ଦ ବୋବାଳି ଶୋକାକୁଳ ପରିବେଶ ରେ ଶୁଭୁଚି ତୋପ ସଲାମୀ ର ଶବ୍ଦ। ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ସୁନ୍ଦର ଗ୍ରାମ ରୁ ଭାସି ଆସୁଛି ଏହି ଶବ୍...
ପୁରୀ : ୯/୮/୨୦୨୫ – ତୃପ୍ତିମୟୀ ଜେନା – ପ୍ରଜାପିତା ବ୍ରହ୍ମାକୂମାରୀ ଈଶ୍ଵରୀୟ ବିଶ୍ଵ ବିଦ୍ୟାଳୟ , ପୁରୀ ଶାଖା ତରଫରୁ ପବିତ୍ର ରାଖୀ ବନ୍ଧନ ଉତ୍ସବ ପାଳନ କରାଯାଇଅଛି। ଏହି ଅବସରରେ ପୁରୀ ଜିଲ୍ଲା କାରାଗାରରେ,ସଙକାର ନିଶା ନିବା...
ପୁରୀ ୯/୮/୨୦୨୫ – (ତୃପ୍ତିମୟୀ ଜେନା ) ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ପରିସରରେ ଜାପାନ ମହିଳାମାନେ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏହି ଅବସର ରେ ...
ପୁରୀ,୯/୮/୨୦୨୫ – (ତୃପ୍ତିମୟୀ ଜେନା ): ରାଷ୍ଟ୍ର ସେବା ଟ୍ରଷ୍ଟ ପକ୍ଷରୁ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଛି। ଟ୍ରଷ୍ଟର ଅଧ୍ୟକ୍ଷା ତଥା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରଂଜିତା ପାଢ଼ୀ ସାଂସଦ ସମ୍ବିତ ପାତ୍ର...










