କାକଟପୁର ତା ୧୭/୩,( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ର ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ତିନିଦିନିଆ ମା ମଙ୍ଗଳା ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପନ ସଂଧ୍ୟା ରେ ଅତିଥି ଭାବେ ସ୍ଥାନୀୟ ବିଧାୟକ, ପୂର୍ବତନ ମନ୍ତ୍ରୀ ତଥା ଆୟୋଜକ ...
କାକଟପୁର ତା ୧୩/୦୩/୨୦୨୫ ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ନୂଆଗଡ ମାଛଧରା ବନ୍ଦର ଅସ୍ଥିତ୍ୱ ହରାଇବାକୁ ଯାଉଥିବାବେଳେ ଜଗତସିଂହପୁରର ମାନ୍ୟବର ସାଂସଦ ବିଭୂପ୍ରସାଦ ତରାଇଙ୍କ ସଫଳ ଉଦ୍ୟମ, ଯଶସ୍ବୀ ପ୍ରଧାନମନ୍ତ୍ର...
କାକଟପୁର ୧୨ /୦୩/୨୦୨୫ ( ତୁଷାର ଦୀକ୍ଷିତ ) ଆଜି କାକଟପୁର ସେବାୟତ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ର ଉପଦେଷ୍ଟା କମିଟି ସଦସ୍ୟ, ସେବକ ସମିତି ସଦସ୍ୟ, ମଙ୍ଗଳା କ୍ରିକେଟ କ୍ଳବ ର ସଭାପତି ଙ୍କର ଆଜି ହେଉଛି ୨୫ ତମ ବିବାହ ବାର୍ଷିକୀ ପୂର୍ତ୍ତି ଅବସ...
କାକଟପୁର, ୧୨/୩ (ତୁଷାର ଦୀକ୍ଷିତ ): କାକଟପୁର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ଙ୍କ ବ୍ୟବହାର ରେ ଅସନ୍ତୁଷ୍ଟ ହେଲେଣି ଗ୍ରାହକ ଆଗରୁ ବହୁବାର ଅଭିଯୋଗ ପାଇବି ଉପରିସ୍ଥ ଚୁପ । କିଛି ଦିନ ତଳେ ଏହି ଶାଖା ପରିଚାଳକଙ୍କ ନାମ...
କାକଟପୁର:-୧୧/୦୩ (ତୁଷାର ଦୀକ୍ଷିତ ) କାକଟପୁର ବ୍ଳକ ସୁହାଗପୁର ଗ୍ରାମପଞ୍ଚାୟତରେ ହେବ ଫୁଣି ଥରେ ନିର୍ବାଚନ| ପୂର୍ବ ନିର୍ବାଚନରେ ସରପଞ୍ଚ ମିଥ୍ୟା ସତ୍ୟପାଠ ବଳରେ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ଜିତି ଥିବାରୁ ତାଙ୍କୁ ପୁରୀ ଜ...
ପୁରୀ ଶ୍ରୀରାମ ଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ବୈଦିକ ରୀତିନୀତିରେ ସାମୁହିକ ମାଗଣା ବ୍ରତୋପନୟନ ଲୋକନାଥ ମନ୍ଦିର ନିକଟ ଥାନ ପତି ଆଶ୍ରମର ବାଲାଜୀ ମନ୍ଦିର ପରିସରରେ ଜୀୟର ସ୍ୱାମୀ ମଠର ମହନ୍ତ ଶ୍ରୀ ଇନ...
କାକଟପୁର ( ତୁଷାର ଦୀକ୍ଷିତ ) ୧୦/୦୩/୨୦୨୫ – ଫଗୁଣ ଶୁକ୍ଳ ଏକାଦଶୀ କୁ ଅଁଳା ଏକାଦଶୀ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ପୌରାଣିକ ମତେ ସୃଷ୍ଟି ରଚନା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ ଜନ୍ମ ଦେ...
କଣାସ ତା ୭/୩/୨୦୨୫: କଣାସ ବ୍ଲକ ଅନ୍ତର୍ଗତ କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଉକ୍ତ ଉତ୍ସବରେ ବରିଷ୍ଠ ଶିଶୁସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। କଣାସ...
କାକଟପୁର ୨/୩/୨୦୨୫ ( ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ ବ୍ଲକ ଅଧିନସ୍ତ ନଇଁଗୁଆ ଗ୍ରାମର ବିନାୟକ ଦେବ ହାଇସ୍କୁଲ ର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପୀର ଜାହାନିଆ ସାହେବ ପୀଠ ଠାରେ ଅନୁଷ୍ଠାନ ହୋଇଯାଇଛି, ୧୯୮୪ ବ୍ୟାଚ ର ସମସ୍ତ ପୁରାତ୍ତନ ଛତ୍ରୀ, ...
ଗଞ୍ଜାମ: ତା ୩/୩/୨୦୨୫- ଗଞ୍ଜାମ ଜିଲା ଛତ୍ରପୁର ବ୍ଳକର ସରପଞ୍ଚ, ସମିତିସଭ୍ୟ ଏପରିକି ବ୍ଲକ ଅଧ୍ୟକ୍ଷାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା କିରଣ କୁମାରୀ ଦାସଙ୍କ ନେତୃତ୍ୱରେ ସରପଞ୍ଚ ଏବଂ ସମିତ...







