ପୁରୀ-୧୫.୦୮.୨୫- ତୃପ୍ତିମୟୀ ଜେନା – ଶୁକ୍ରବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ମାରୁତି ନଗର, ପୁରୀ ପରିସରରେ ସ୍ଵାଧୀନତା ଦିବସ ଓ ଜନ୍ମାଷ୍ଟମୀ ଉତ୍ସବ ବହୁ ଧୁମଧାମରେ ପାଳିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ପ୍ରଫେସର ଡାକ୍ତ...
ପୁରୀ, ୧୪ /୮/୨୦୨୫ (ତୃପ୍ତିମୟୀ ଜେନା)— ପୁରୀ ବକ୍ସିଂ ଏକାଡେମୀର ପ୍ରତିଷ୍ଠାତା ଓ କ୍ରୀଡା ପ୍ରେମୀ ସୁଦର୍ଶନ ସାହୁ ଗତକାଲି ପୁରୀ ଠାରେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ମୁଖରେ ଏକ ପ୍ରସ୍ତାବ ପତ୍ର ଅର୍ପ...
ପୁରୀ – ୧୪/୦୮/୨୦୨୫ – ତୃପ୍ତିମୟୀ ଜେନା -ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ୭୯ ତମ ସ୍ବାଧୀନତା ଦିବସ ଉପଲକ୍ଷ ବାଲୁକା ସ୍ୟାଣ୍ଡ ଆନିମେସନ ପ୍ରସ୍ତୁତ କରିଛନ୍ତି | ଏହି ସ୍ୟାଣ୍ଡ ଆନିମେସନ ଟି ଅପେରସନ ସିନ୍ଦୂର ର...
ପୁରୀ ୧୪/୮/୨୦୨୫- (ତୃପ୍ତିମୟୀ ଜେନା) ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଆଜି ଅପରାହ୍ନ ରେ ବ୍ଲୁ ଫ୍ଲାଗ ବିଚ ଠାରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୌରପାଳିକା ପକ୍ଷରୁ ତ୍ରିରଙ୍ଗା ପତାକା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯା...
ନୟାଗଡ଼,ତା- ୧୫.୮.୨୫ରିଖ ଭାସ୍କର ଚନ୍ଦ୍ର ସ୍ବାଇଁ – ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ମହାସମାରୋହରେ ପାଳିତ ହୋଇ ଯାଇଛି ୭୯ ତମ ସ୍ବାଧିନତା ଦିବସ। ରଣପୁରର ମାନ୍ଯବର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସତ୍ଯ ନାରାୟଣ ପ୍ରଧାନ ...
କାକଟପୁର ତା ୧୩/୮,( ତୁଷାର ଦୀକ୍ଷିତ ) ବୁଧବାରଦିନ ପିପିଲି ସ୍ଥିତ ମାଣିକ ଗାର୍ଡେନ ଠାରେ ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ ପୁରୀଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା. ଉତ୍କଳ ସାମ୍ବାଦିକ ସଂଘ କାର୍...
କାକଟପୁର ତା ୧୩/୮ (ତୁଷାର ଦୀକ୍ଷିତ ) ଆଜି ସକାଳ ସମୟରେ କାକଟପୁର ଥାନା ପୋଲିସ ପକ୍ଷରୁ ବେଆଇନ ଭାବରେ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ କାକଟପୁର ଥାନା ପୋଲିସ ୩(ତିନି) ଗୋଟି ହାଇୱା ବା ଟିପ୍ପର ଗାଡି ଯାହାର ନମ୍ବର OD 33 AP 5018 , O...
ପୁରୀ, ତା ୧୨/୮/୨୦୨୫-ତୃପ୍ତିମୟୀ ଜେନା – ପି ଏମ ଶ୍ରୀ ବିଶ୍ଵମ୍ଭର ବିଦ୍ୟାପୀଠରେ ମଙ୍ଗଳବାର ବିଶ୍ୱସଂସ୍କୃତଦିବସ ପାଳିତ ହୋଇଯାଇଛି. ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍...
ପୁରୀ ୧୨/୦୮/୨୦୨୫ – ତୃପ୍ତିମୟୀ ଜେନା – ଆଜି ପୁରୀ ଜିଲ୍ଲା ସ୍କୁଲରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳନର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଅକ୍ଷୟ କୁ...
ଆଜି ତା୧୨/୦୮/୨୦୨୫ରିଖ-ତୃପ୍ତିମୟୀ ଜେନା- ସ୍ଥାନୀୟ ଇନ୍ଦିରା ଭବନ, ପୁରୀ ଜିଲ୍ଲା କଂଗ୍ରେସ ଭବନ ଠାରେ ପୁରୀ ନଗର ସଭାପତି ଅମରେନ୍ଦ୍ର ପାଇକରାୟଙ୍କ ଅଧକ୍ଷତା ରେ ମୁଖ୍ୟଅତିଥିଭାବେ ରାଜ୍ୟ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ, ଉତ୍ତମ ଆଚ...















