traller

କାକଟପୁର-ତା୪/୦୩/୨୦୨୪ – (ତୁଷାର ଦୀକ୍ଷିତ )- ନଭେମ୍ବର ୧ ତାରିଖ ରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ କୋଡିଏ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଏହି ଅଞ୍ଚଳ ରେ କେହି ମାଛ ଧରିପାରିବେ ନା...

rsnjan

ପୁରୀ : ୪.୩.୨୪ (ଶାଶ୍ଵତ ଟିଭି) ପୁରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ପ୍ରିୟ ରଞ୍ଜନ ପୃଷ୍ଟି ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି।ଶ୍ରୀ ପୃଷ୍ଟି ପୁରୀ ଜିଲ୍ଲା ପରିଷଦର ପୂର୍ବରୁ ମୁଖ୍ୟ ଉନ୍ନୟନ ...

nac

ସାକ୍ଷୀଗୋପାଳ : ତା ୪.୩.୨୪ (ଦୀପ୍ତି ସୁନ୍ଦର୍ ମହାପାତ୍ର) ରାଜ୍ୟସରକାର ନିକଟରେ ଅନେକ ଗୁଡିଏ ଅଞ୍ଚକକୁ ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା କଲେ, ହେଲେ ଏଥିରୁ ବାଦ ପଡିଛି ସତ୍ୟବାଦୀ, ଯାହାକୁ ନେଇ ଦୀର୍ଘଦିନ ହେବ ଦାବୀ ହୋଇ ଆସୁଥିଲେ ମଧ୍ୟ ରାଜ୍...

prachika

କାକଟପୁର ୨/୩ (ତୁଷାର ଦୀକ୍ଷିତ )ପାରିଶ୍ରମିକ ବୃଦ୍ଧି ଦାବିରେ କାକଟପୁର ବ୍ଲକ ଶ।ଖା ମଧ୍ୟ।ହ୍ନ ଭୋଜନ ପାଚିକା ସଙ୍ଘ (ସି ଆଇ ଟିୟୁ)ପକ୍ଷରୁ ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ପ୍ରତିବାଦ ସଭ। କରା...

kirttan

କାକଟପୁର,୦୨.୦୩- (ତୁଷାର ଦୀକ୍ଷିତ )କାକଟପୁର ବ୍ଲକ ଅନ୍ତର୍ଗତ ଆଖୁରିଆ ଗ୍ରାମରେ ନିଆରା ଢଙ୍ଗରେ ଭବ୍ୟ ପରିବେଶରେ ଗ୍ରାମବାସୀଙ୍କ ଦ୍ବାରା ହରିନାମ ସଂକୀର୍ତ୍ତନ ଓ ସାମୁହିକ ହରିହାଟ ଭାଗବତ ପାଠ ମହୋତ୍ସବ ଶୁକ୍ରବାର ସଂଧ୍ୟାରେ ମହାଆଡମ୍ବରରେ ପା...

parikrama

କାକଟପୁର ୩ / ୩ /୨୦୨୪ ପୁର୍ଣତୋୟା ପ୍ରାଚୀ ନଦୀର ମାହାତ୍ମ୍ୟ ଐତିହ୍ୟ ସମ୍ପର୍କରେ ଜନ ସାଧାରଣ ଙ୍କୁ ଅବଗତ କରାଇବାର ଚେଷ୍ଟା ଓ ଅବକ୍ଷୟ ମୁକ୍ଷୀ ନଦୀର ପୁନଃ ଉଦ୍ଧାର ଦାବିରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ପକ୍ଷରୁ ପରମହଂସ ପ୍ରଜ୍ଞାନାନନ୍...

kala

ପୁରୀ: ୨୯.୨.୨୪(ସିଂହାରୀ ଆଲୋକ ଖୁଣ୍ଟିଆ)ପୁରୀ ଟାଉନ୍ ହଲ୍ ଠାରେ ଜଣାଶୁଣା ସାଂସ୍କୃତିକ ଅନୁଷ୍ଠାନ ନାଚ ବାଲିୟେ ଡାନ୍ସ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଯାଇଅଛି ଶ୍ରୀକ୍ଷେତ୍ର ସମ୍ମାନ- ୨୦୨୪ କାର୍ଯକ୍ରମ, ଏହି ଅବସରରେ ଅତିଥି ମାନେ ପ୍ରଭୁ ଜଗନ...

janasunani

ସାକ୍ଷୀଗୋପାଳ : ୨୯.୨.୨୪ (ସିଂହାରୀ ଆଲୋକ ଖୁଣ୍ଟିଆ)-ସାକ୍ଷୀଗୋପାଳ ବଜାର ମଧ୍ୟରେ ହେବାକୁ ଥିବା ପ୍ରତିକ୍ଷୀତ ରେଳ ଓଭରବ୍ରିଜ୍ ପାଇଁ ଆରମ୍ଭ କରାଯାଇଛି ପ୍ରକ୍ରିୟା ଏହି ଅବସରରେ ଅଧିଗ୍ରହଣ ହେବାକୁ ଥିବା ରାସ୍ତାର ଦୁଇ ପାଖର ବ୍ୟବସାୟୀ ଏବଂ ବା...

miraparida

ମାଘ ସପ୍ତମୀରେ ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ହେଉଥିବା କୁମ୍ଭମେଳା, ଖଣ୍ଡଗିରି ମେଳା ନାମରେ ପରିଚିତ । ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିଠାରେ ଆବାହମାନ କାଳରୁ ହୋଇଆସୁଥିବା ପ୍ରସିଦ୍ଧ କୁମ୍ଭମେଳା ୯ ଦିନ ଧରି ଚାଲି ମାଘ ପୂର୍ଣ୍ଣିମାଦିନ ପୂର୍ଣ...

chandanpur

ପୁରୀ ଜିଲ୍ଲା ଚନ୍ଦନ ପୁର ଥାନା ଅନ୍ତର୍ଗତ ଢୋଲ ଗ୍ରାମର ଘଟଣା, ବାଦୀ ପାଲା ପାଇଁ ତା ୨୪ ଫେବୃଆରୀରୁ ତା ୧ ମାର୍ଚ୍ଚ ପର୍ଯ୍ୟନ୍ତ କଣାସ ବ୍ଲକର ଗଡ଼ିଶା ଗଦା ଥାନା ଅନ୍ତର୍ଗତ ବଡ଼ାଲ ଗ୍ରାମର ଗାୟିକା ଗୀତାଞ୍ଜଳି ସାମନ୍ତରାୟ ଙ୍କୁ ଚନ୍ଦନ ପୁର ଥା...