ପୁରୀ:୧୩/୧୧/୨୦୨୫ – ଜାପାନର ତୋତରି ସରକାରଙ୍କର ଏକ ୬ ଜଣିଆ ବିଧାୟକ ପ୍ରତିନିଧି ମଣ୍ଡଳୀ ଙ୍କ ସହିତ ୪ ଜଣ ବରିଷ୍ଠ ଅଧିକାରୀ ଓ ତୋତରି ସରକାରଙ୍କ ବାଣିଜ୍ୟ ପରାମର୍ଶ ଦାତା ତଥା ପୁରୀ ସିଟି ଆମ୍ୱାସେଣ୍ଡର କୁନା ଦାଶ ଓଡ଼ିଶା ଗସ୍ତରେ ଆସି...
ପୁରୀ ୧୩/୧୧/୨୦୨୫ – ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ରାଷ୍ଟ୍ର ଭକ୍ତି ଅନନ୍ୟ।ଏକତାର ପ୍ରତୀକ ଥିଲେ ଲୌହ ମାନବ।ଏକ ସୂତ୍ରରେ ରହିଲେ ଦେଶର ବିକାଶ ଓ ଉନ୍ନତି ସମ୍ଭବ ବୋଲି ଅନୁଭବ କରି ସେ ୫୬୦ ରୁ ଉର୍ଦ୍ଧ୍ବ ରାଜରାଜୁଡା ଶାସନତ...
ପୁରୀ: – ୧୨/୧୧/୨୦୨୫ – ବୁଧବାର ଦିନ ଶ୍ରୀମନ୍ଦିରରେ ପ୍ରଥମ ଭୋଗ ମଣ୍ଡପ ନୀତି ବଢିବା ପରେ ମହାସ୍ନାନ ନୀତି ହୋଇ ପ୍ରଥମାଷ୍ଟମୀ ନୀତି ଅନୁଷ୍ଠିତ ହୋଇଥିଲା| ମହାପ୍ରଭୁ ଙ୍କ ପ୍ରଥମାଷ୍ଟମୀ ପାଇଁ ଭକ୍ତଙ୍କ ଉଦେଶ୍ୟ ରେ ନିଆଳିରୁ ଆସି...
ପୁରୀ: ୧୨/୧୧/୨୦୨୫ – ଜଗନ୍ନାଥ ମନ୍ଦିରର କର୍ମ ଚାରୀ ନିୟୋଜନ ଆଉଟ୍ ସୋର୍ଶିଂ ସଂସ୍ଥା ହାତରେ। ଠିକା ରେ ନିଯୁକ୍ତି କରୁଛନ୍ତି। ମନଇଚ୍ଛା ଶୋଷଣ କରୁଛି ଠିକା ସଂସ୍ଥା। ପ୍ରତିବାଦ କଲେ ଛଟେଇ ର ଧମକ।୨୦୧୯ ମସିହାରୁ ଅଦ୍ୟାବଧି ବର୍ଦ୍ଧିତ ଦ...
ପୁରୀ, ୧୨/୧୧/୨୦୨୫- ଦିବା ଘ୧୧.୦୦ମି ସମୟରେ ଚଉରା ଛକ, ମାଟିଆପଡା, ପୁରୀ ଠାରେ ସିଦ୍ଧମହାବୀର-ମାଟିଆପଡା ରୋଡ଼ ଓଭରବ୍ରିଜ ନିର୍ମାଣରେ ବିଳମ୍ବ ଏବଂ ଦୁଇ ପାର୍ଶ୍ଵ ରାସ୍ତା (ଆପ୍ରୋଚ ରୋଡ଼) ନିର୍ମାଣରେ ଜାଣିଶୁଣି ଅବହେଳା କରିବା ବିରୁଦ୍ଧରେ ପୁ...
ପୁରୀ (୧୨/୧୧) : ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଗତ ୧୦ ନଭେମ୍ବର ସନ୍ଧ୍ୟାରେ ଘଟିଥିବା ଭୟାବହ ବିସ୍ପୋରଣରେ ନିରୀହ ନାଗରିକମାନଙ୍କ ମୃତ୍ୟୁ ଘଟିଥିବା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହି ଦୁଃଖଦ ଘଟଣାରେ ମୃତକଙ୍କ ପରି ...
ନୟାଗଡ଼,ତା-୧୧.୧୧.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ନୟାଗଡ଼ – ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ,ଓଡିଶାର ନୟାଗଡ଼ ଜିଲ୍ଲା ସ...
କାକଟପୁର ତା ୧୧/୧୧,( ତୁଷାର ଦୀକ୍ଷିତ ) କାକଟପୁର ଥାନା ଅଧିନସ୍ଥ ଗମ୍ଭାରିପଦା ଅଞ୍ଚଳର ଝୁନି ମଲ୍ଲିକ (ଛଦ୍ମନାମ) ବୟସ ୨୨ ଙ୍କ ସହିତ ଗୋପ ଥାନା ଅଧିନସ୍ଥ ପୋଦନା ଗ୍ରାମର ବିଜ୍ଞାନ ଦଳାଇଙ୍କ ପୁଅ ବଣ୍ଟି ଓରଫ ଗୁଡ଼ୁ ଦଳାଇ (୨୦) ଙ୍କର ଦୀର୍ଘ ଦ...
ପୁରୀ: ୧୦ /୧୧/୨୦୨୫ – ଦିଲ୍ଲୀର ଲାଲ କିଲ୍ଲା ନିକଟରେ ସୋମବାର ସନ୍ଧ୍ୟା ସମୟରେ ଘଟିଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ୧୦ରେ ପହଞ୍ଚିଛି। ଏହି ଘଟଣାରେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି ଏବଂ ସେମାନଙ୍କୁ ତୁରନ୍ତ ଉଦ୍ଧାର ...
ପୁରୀ: ୧୦/୧୧/୨୦୨୫ – ଶ୍ରୀକ୍ଷେତ୍ର ପରିକ୍ରମା ଉପଲକ୍ଷେ ଅନୁଷ୍ଠିତ ହୋଇଛି ଭଜନ ସନ୍ଧ୍ୟା ।ସିଦ୍ଧ ମହାବୀର ଆଞ୍ଚଳିକ ପରିଷଦ ଆୟୋଜନ ରେ ଏହି ଭଜନ ସନ୍ଧ୍ୟାରେ ଭାବ ବିହ୍ୱଳ ହୋଇଥିଲେ 1000 ରୁ ଉର୍ଦ୍ଧ୍ବ ଦର୍ଶକ ।ହନୁମାନ ଭଜନରେ ପ୍ରକମ୍ପି...










