କାକଟପୁର (୨୫/୦୫) ରାଜ୍ୟ ସରକାର ଗାଁ ଠାରୁ ସହର ଆଲୋକିତ କରିବା ଉଦ୍ଦେଶ୍ୟରେ ରାସ୍ତା ପାର୍ଶ୍ବରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଷ୍ଟିଟ୍ ଲାଇଟ୍ ଲଗାଯାଉଛି। ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଆଲୋକିକରଣ ବ୍ୟବସ୍ଥା ଫେଲ୍ ମାରିଛି। ମିଳିଥିବା ସ...
କିଛି ଦିନ ହେବ ସାକ୍ଷୀଗୋପାଳର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ମାଟି ମାଫିଆଙ୍କ ଆତଙ୍କରାଜ।କେତେବେଳେ ସରକାରୀ ଜମି ତ କେତେବେଳେ ନଦୀ ବନ୍ଧରୁ ମାଟି ଖୋଳି ରାତାରାତି କରୁଛନ୍ତି ଚୋରା ଚାଲାଣ। ଏହି କାରାନାମାକୁ ନଜରରେ ରଖି ଗତକାଲି ତା ୧୮.୫.୨୩ ...
ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ବୁଧବାର ଶେଷ ସୁଯୋଗ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଅଗଷ୍ଟ ୧ ରେ ମାମଲାର ଚୁଡାନ୍ତ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ତ୍ୱରିତ ଶୁଣାଣି ପାଇଁ ସରକାରୀ ଓକ...
ଏକ ସଠିକ୍ ଯୋଜନାବଦ୍ଧ ଗୁପ୍ତଚର ଭିତ୍ତିକ ଆକ୍ରମଣରେ ପୁରୀର ଜଣେ ଦାଦାବଟି ମାଫିଆ ଏବଂ ୱାଣ୍ଟେଡ୍ କ୍ରୀମିନାଲ (03 ରୁ ଅଧିକ ମାମଲାରେ ଜଡିତ) – ଟିକି, ଆଇଆଇସି କୁମ୍ଭାରପଡା ଏବଂ ତାଙ୍କ ଦଳ ଦ୍ୱାରା ଗିରଫ ହୋଇଛି।...
କାକଟପୁର 14/୪କାକଟପୁର ବ୍ଳକ ଅନ୍ତର୍ଗତ କାକଟପୁର ଗ୍ରାମପଞ୍ଚାୟତରେ ଗୋଷ୍ଠୀ କେନ୍ଦ୍ର ଓ ଆମ ଗାଁ ଆମ ବିକାଶ ଯୋଜନାରେ କୋଠଘର ପାଇଁ ଆସିଥିବା ଲକ୍ଷାଧିକ ଅନୁଦାନ ରାଶିକୁ ଜାଲ କାଗଜପତ୍ର ତୟାର କରି ହଡପ କରିଥିବା ଅଭିଯୋଗ ଆଣି କାକଟପୁର ଥାନାରେ ...
ନୟାପଲ୍ଲୀ ଥାନାରେ ଥିବା ମାମଲାରେ ଏହି ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯିବେ ନାହିଁ, ତଦନ୍ତରେ ସହଯୋଗ କରିବେ, ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ପୂର୍ବ...
ନିଜ ରଙ୍ଗିଲା କାରନାମା ପାଇଁ ବନ୍ଧା ହେଲେ ରସିକିଆ ସଂସ୍କୃତ ସାର୍। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବହି କିଣି ଦେବାକୁ କହି ମୋଟର ସାଇକେଲରେ ବସାଇ ନେଇ ଯାଉଥିଲେ। ମାତ୍ର ବାଟରେ ତାଙ୍କୁ ଅସଦାଚରଣ କରିଥିବା ବେଳେ ନାବାଳିକାଜଣକ ଘରେ କହିବା ପରେ...
ହତିଆର ଦେଖେଇ ବଟି ଆଦାୟ କରୁଥିଲେ ଧରା ପଡ଼ିଲେ ସାକ୍ଷୀଗୋପାଳ : ତା ୩.୩.୨୩ କିଛି ଦିନ ହେବ ସାକ୍ଷୀଗୋପାଳ କାଦୁଆ ଛକରେ ପଥଚାରୀ ମାନଙ୍କୁ ରାସ୍ତାର ମାରଣାସ୍ତ୍ର ଦେଖାଇ ଦାଦା ବଟି ମଗା ଯାଉଥିବାର ଅଭିଯୋଗ ଆସୁଥିଲା।ଆଜି ସତ୍ୟବାଦୀ ପୋଲିସ୍ SI ...
ଏହି କଳିଯୁଗରେ ନିଜର ଭଗବାନ କେତେବେଳେ ସାଜି ଯାଏ ସଇତାନ କେବେ ଜଣା ପଡ଼େନା, ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରାଖୀ ସାତଜନ୍ମର ସାଥୀ ହେବାକୁ ଶପଥ କରିଥିବା ସ୍ବାମୀ କେତେବେଳେ ଯେ ଜମ ପଲଟିଯିବ କେହିକେବେ ବିଶ୍ୱାସ କରିନଥିଲେ। ହଁ ଆଜ୍ଞା ଆମେ...
କାକଟପୁର ତା ୧୬।୩:ବୁଧବାର ଅସ୍ତରଙ୍ଗ ନାନପୁର ଗ୍ରାମର ରୁପନ ପତିଙ୍କ ଦ୍ଵାରା ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହେଲା ପରେ ଖବର ପାଇ ଅସ୍ତରଙ୍ଗ ପୋଲିସ ଵିଲମ୍ବିତ ରାତ୍ରିରେ ଗାଁରେ ପହଁଚି ପାରାଟିକୁ ନିଜ ଅକ୍ତିଆରକୁ ନେଇଥିଲା। ତେବେ ଗୁରୁବାର ପୁଲି...















