ପିପିଲି: ୧୪.୫.୨୪ (ଶାଶ୍ଵତ ଟିଭି) – ପୁରୀ ଜିଲ୍ଲା ପିପିଲି ବ୍ଲକ କୁଳ ଶେଖର ପାଟଣା ପଞ୍ଚାୟତ ର 316 ନମ୍ବର ଜାତୀୟ ରାଜପଥ କଡ଼ରେ ରହିଛି ପ୍ରସିଦ୍ଧ ଶକ୍ତିପୀଠ ମା ଉତ୍ତରଶ୍ଵରୀ ଠାକୁରାଣୀ ଙ୍କ ମନ୍ଦିର। ଗତକାଲି ମଧ୍ୟ ରାତ୍ରରେ ମନ୍ଦିର...
ସତ୍ୟବାଦୀ : ୧୪/୫/୨୦୨୪ ପ୍ରକାଶିତ ହୋଇଛି ସିବିଏସଇ ବୋର୍ଡର ଦଶମ ଶ୍ରେଣୀର ପରୀକ୍ଷା ଫଳ। ସତ୍ୟବାଦୀ ବ୍ଲକ୍ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୬ ଛାତ୍ର ଛାତ୍ରୀ ମଧ୍ୟରୁ ୬୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ସେଥିମଧ୍ୟରୁ ୧୪ ଜଣ...
କାକଟପୁର ତା ୧୩/୦୫ (ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀରୁ କ୍ରୀଡା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜୁ ଜନତା ଦଳ ପକ୍ଷରୁ ସୋମବାର ହଜାର ହଜାର ସମର୍ଥକଙ୍କ ସହିତ କାକଟପୁର ର ଅଧିଷ୍ଠା...
ସତ୍ୟବାଦୀ : ୧୩/୫/୨୦୨୪ – ଆଜି ପ୍ରକାଶିତ ହୋଇଛି ସିବିଏସଇ ବୋର୍ଡର ଦଶମ ଶ୍ରେଣୀର ପରୀକ୍ଷା ଫଳ। ଏଥର ପାସ୍ ହାର ୯୩.୬୦% ରହିଛି, ଯାହା ଗତ ବର୍ଷ ତୁଳନାରେ ୦.୪୮% ଅଧିକ। ସୂଚନା ଅନୁସାରେ, ସିବିଏସଇ ଦଶମ ଫଳାଫଳରେ ଗତ ବର୍ଷ ଭଳି ଏଥର ବି...
ସତ୍ୟବାଦୀ: ତା ୧୧.୫.୨୪ (ଶାଶ୍ଵତ ଟିଭି ) ଭାରତ ବିକାଶ ପରିଷଦ ଓ ସିଗ୍ମା ଏକାଡେମୀ ତରଫରୁ ଆୟୋଜିତ ହୋଇଯାଇଛି +2 ବିଜ୍ଞାନ ବୃତ୍ତି ପରୀକ୍ଷା । ସରକାରୀ ବିଦ୍ୟାଳୟରେ ପଢ଼ି ଦଶମ ପରୀକ୍ଷା ଦେଇଥିବା ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ର ଛାତ୍ରୀ, ଯ...
କାକଟପୁର – ତା ୧୧/୦୫/୨୦୨୪ – (ତୁଷାର ଦୀକ୍ଷିତ ) ,ପୁରୀଜିଲ୍ଲା କାକଟପୁର ଥାନା ପୋଲିସ ପକ୍ଷରୁ ଥାନା ଅଧିନସ୍ଥ କୁଣ୍ଢେଇ, ଫକୀରସାହି ଓ ସୁହାଗପୁର ଅଞ୍ଚଳର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇ ୩୭ ଲିଟର ଦେଶୀ ମଦ ଜବତ କରାଯିବା ...
କାକଟପୁର ତା ୧୧/୦୫/୨୦୨୪, (ତୁଷାର ଦୀକ୍ଷିତ ) – ପୁରୀ ଜିଲ୍ଲା କାକଟପୁରର ମା ମଙ୍ଗଳା ପୀଠ ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀ ପୀଠଙ୍କ ମଧ୍ୟରୁ ଅନ୍ୟତମ। ଜଗନ୍ନାଥ ସଂସ୍କୃତି ସହିତ ମା ମଙ୍ଗଳା ମନ୍ଦିର ଓତପ୍ରୋତଃ ଭାବେ ଜଡିତ ହୋଇ ରହିଛି। ...
ସତ୍ୟବାଦୀ : ତା ୮.୫.୨୩ (ସିଂହାରୀ ଆଲୋକ ଖୁଣ୍ଟିଆ) – ସତ୍ୟବାଦୀର ବରାଳ ଗ୍ରାମରେ ଓଡ଼ିଶାର ପ୍ରସିଦ୍ଧ ଜ୍ୟୋତିର୍ବିତ୍ ତଥା ଭାଷ୍ୟକାର ଡ଼ଃ ଦେବୀ ପ୍ରାସାଦ ମହାପାତ୍ରଙ୍କ ବାସଭବନ ଠାରେ ଆୟୋଜିତ ହୋଇଯାଇଛି “ସତ୍ୟଭାମା ସାରସ୍ଵତ ...
ସାକ୍ଷୀଗୋପାଳ : ୬.୫.୨୪ (ଶାଶ୍ଵତ ଟିଭି) – ସତ୍ୟବାଦୀରେ ପାଳନ ହୋଇଯାଇଛି ପଞ୍ଚସଖା ଙ୍କ ପ୍ରଚାରକ ଅନନ୍ତ ମିଶ୍ରଙ୍କ ୮୭ ତମ ଶ୍ରାଦ୍ଧବାର୍ଷିକ। ଏହି ଅବସରରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟସ୍ଥ ଜାଭିୟର ହାଇସ୍କୁଲ ସଭା ଗୃହରେ ଆୟୋଜନ ହୋ...
ବାଙ୍କୀ ୦୬/୦୫ ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜାରି ରହିଥିବାରୁ ରାଜ୍ୟର ରକ୍ତ ଭଣ୍ଡାର ମାନଙ୍କରେ ଘୋର ରକ୍ତର ଅଭାବ ଦେଖା ଦେଇଛି । ଏଭଳି ପରିସ୍ଥିତିରେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ...











