କାକଟପୁର ୧୦/୧୦/୨୦୨୫ (ତୁଷାର ଦୀକ୍ଷିତ )-:କେହି କିଛି ବୁଝିବା ଆଗରୁ ହଟାତ ସୋସିଆଲ ମିଡିଆରେ ଘୁରି ବୁଲିଲା ଶୋକର ଛାୟା, ବଜାର ଘାଟରେ ଠା କୁ ଠା ଆଲୋଚନା ହେଉଛି ଭାଇନା ଜଣେ ମିଷ୍ଠ ଭାଷୀ ପରୋଉପକାରୀ ମଣିଷ ଥିଲେ ହୃଦୟ ବିଦାରକ ଘଟଣା ତାଙ୍କର ...
ସତ୍ୟବାଦୀ : ୯/୧୦/୨୦୨୫ – ନି:ପ୍ର – ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ଅବସରରେ ସତ୍ୟବାଦୀ ସେବା ଟ୍ରଷ୍ଟ ଓ ଶ୍ରୀ ସିଧବକୁଳ ମନ୍ଦିର ଉନ୍ନୟନ ର ମିଳିତ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥଙ୍କ ସେନାପଟା ବାହୁଟ ...
କଟକ : ୯/୧୦/୨୦୨୫ – ନି:ପ୍ର – ଦୁର୍ଘଟଣାରେ ଶିକାର ହୋଇ ମୃତ୍ୟବରଣ କରିଥିବା କନଷ୍ଟେବଳ ଲବଣି ଗାଣ୍ଟାଙ୍କ ପରିବାରବର୍ଗଙ୍କୁ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ...
ନୟାଗଡ଼,ତା- ୯.୧୦.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ -ପ୍ରଦେଶ କଂଗ୍ରେସ କମିଟି ପ୍ରଥମ ସଭାପତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ “ସମାଜ” ଖବରକାଗଜ ଏବଂ ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ଅଧ୍ୟକ୍ଷ ପୁଣ୍ୟା...
ପୁରୀ : ୮/୧୦/୨୦୨୫ – ସ୍ଥାନୀୟ ବୁଦ୍ଧ ମନ୍ଦିରରେ ବୋଧିଚକ୍ର ଆନୁକୂଲ୍ୟରେ ମାସିକ ଆଲୋଚନା ଚକ୍ର ” ବୌଦ୍ଧ ଦର୍ଶନରେ କର୍ମମୟ ଜୀବନ ଓ ଶାନ୍ତି ” ଶୀର୍ଷକ ଆଲୋଚନା ଚକ୍ର ସଭାପତି ଇଞ୍ଜିନିଅର ଗିରିଜା ଶଙ୍କର ପାଢ଼ୀଙ୍କ ଅଧ୍ୟକ...
ପୁରୀ : ୮/୧୦/୨୦୨୫ – ଶ୍ରୀକ୍ଷେତ୍ର ଯୁବ ସଂସ୍କୃତିକ ସଂସଦ ଆନୁକୂଲ୍ୟରେ ଦୁଇଦିନ ଧରି ପୈାରସଦନ ଠାରେ ଆୟୋଜିତ ହୋଇଥିବା ୪୬ତମ କୁମାର ଉତ୍ସବ ମଙ୍ଗଳବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲା ଇ...
୮/୧୦/୨୦୨୫ – ପବିତ୍ର କାର୍ତ୍ତିକ ମାସର ଦ୍ୱିତୀୟ ଦିନ ସୁଦ୍ଧା ପୁରୀ ପୋଲିସ ତାଙ୍କର ସେବା ଓ ବ୍ୟବସ୍ଥାପନା ନେଇ ୯୪ ଜଣ ଭକ୍ତଙ୍କ ଠାରୁ ମୋଟ ଫିଡ଼ବ୍ୟାକ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ଭକ୍ତ ସ୍ୱତସ୍ଫୂର୍ତ୍ତ ଭାବରେ ମହାପ...
ପୁରୀ ୮/୧୦ ଗତକାଲି ଠାରୁ ଆରମ୍ଭ ହୋଇଛି ଚଳିତ ବର୍ଷ ର ହବିଷ୍ୟାଳୀ ବ୍ରତ।ଏକ ମାସ ଧରି ଚାଲିବାକୁ ଥିବା ଏହି ବ୍ରତକୁ ଶୃଙ୍ଖଳିତ ଭାବେ ପାଳନ ପାଇଁ ପ୍ରଶାସନ ନିଷ୍ଠାପର ଭାବେ କାର୍ଯ୍ୟ କରୁଛି। ପୂର୍ବରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତ...
ପୁରୀ ୮/୧୦ – ପ୍ରତ୍ୟେକ ଙ୍କ ମଧ୍ୟରେ ପ୍ରତିଭା ରହିଛି।ଯାହାର ବିକାଶ ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇ ପାରିବ।ତେବେ ଏମାନଙ୍କ ଉପଯୁକ୍ତ ମାର୍ଗଦର୍ଶନ ସମାଜକୁ ଶୃଙ୍ଖଳିତ ଓ ସମୃଦ୍ଧ କରିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ...
କାକଟପୁର – ତା ୮/୧୦/୨୦୨୫ -,(ତୁଷାର ଦୀକ୍ଷିତ )କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତ ହରିଦାସପୁର ବାଲିସାହି ଗ୍ରାମର 13 ବର୍ଷର ନାବାଳିକା କନ୍ୟା ଛଦ୍ମନାମ ମିନୁ ମଙ୍ଗଳବାର ସକାଳ ୮ ଘଟିକା ସମୟରେ ଗ୍ରାମ ନିକଟରେ ଥିବା ଦୋକାନଙ...













